ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର
ବୌଦ୍ଧ : ନିର୍ମାଣାଧୀନ ରେଳ ପୋଲ ନିକଟରୁ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର l ଘଟଣାଟି ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡା ଯୋଗୀ ଭୋଗୋରା ରେଲୱେ ବ୍ରିଜ୍ ନିକଟରେ ଘଟିଛି l ହତ୍ୟାକାରୀ ସିକ୍ୟୁରିଟି ଗାର୍ଡକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ l ସୂଚନାନୁଯାଇ, ଡ୍ୟୁଟି ବେଳେ ସାଥୀ ସିକ୍ୟୁରିଟି ଗାର୍ଡଙ୍କୁ ହାଣି ହତ୍ୟା କଲା ସିକ୍ୟୁରିଟି ଗାର୍ଡ l ମୃତକ ଜଣକ ହେଲେ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ l ଏବଂ ଅଭିଯୁକ୍ତ ଜଣକ […]
ବୌଦ୍ଧ : ନିର୍ମାଣାଧୀନ ରେଳ ପୋଲ ନିକଟରୁ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର l ଘଟଣାଟି ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡା ଯୋଗୀ ଭୋଗୋରା ରେଲୱେ ବ୍ରିଜ୍ ନିକଟରେ ଘଟିଛି l ହତ୍ୟାକାରୀ ସିକ୍ୟୁରିଟି ଗାର୍ଡକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ l
ସୂଚନାନୁଯାଇ, ଡ୍ୟୁଟି ବେଳେ ସାଥୀ ସିକ୍ୟୁରିଟି ଗାର୍ଡଙ୍କୁ ହାଣି ହତ୍ୟା କଲା ସିକ୍ୟୁରିଟି ଗାର୍ଡ l ମୃତକ ଜଣକ ହେଲେ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ l ଏବଂ ଅଭିଯୁକ୍ତ ଜଣକ ଖୁଣ୍ଟିଆପଡ଼ା ଗ୍ରାମର ପ୍ରକାଶ ବେହେରା l ଉଭୟେ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟରେ ଜଗୁଆଳି ଭାବେ କାମ କରୁଥିଲେ l ପୂର୍ବ ଶତ୍ରୁତାକୁ ଆଧାର କରି ହତ୍ୟାକାଣ୍ଡ ଘଟିଥିବାର ସୂଚନା ମିଳିଛି lତେବେ ଅଭିଯୁକ୍ତ ପ୍ରକାଶ ବେହେରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ l




