କଟୁରୀ ଧରି ୫ ଜଣ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ

ନୀଳଗିରି : ଅଭିଯୁକ୍ତର ବର୍ବର କାଣ୍ଡ I କଟୁରୀ ଧରି ଗୋଡ଼ାଇ ଗୋଡ଼ାଇ ହାଣିଲା ୫ ଜଣ ପୋଲିସଙ୍କୁ I ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ଜାମ୍ବୁଡ଼ିସାହିରେ I ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ଯାଇଥିବା ବେଳେ ପୋଲିସ SI, ASI ସମେତ ୫ ପୋଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଛି ଅଭିଯୁକ୍ତ I ଆକ୍ରମଣ ର କାରଣ ଅସ୍ପଷ୍ଟ ରହିଛି I ଆହତ ମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ […]

Samaya Live Picture
Published On

ନୀଳଗିରି : ଅଭିଯୁକ୍ତର ବର୍ବର କାଣ୍ଡ I କଟୁରୀ ଧରି ଗୋଡ଼ାଇ ଗୋଡ଼ାଇ ହାଣିଲା ୫ ଜଣ ପୋଲିସଙ୍କୁ I ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ଜାମ୍ବୁଡ଼ିସାହିରେ I ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ଯାଇଥିବା ବେଳେ ପୋଲିସ SI, ASI ସମେତ ୫ ପୋଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଛି ଅଭିଯୁକ୍ତ I ଆକ୍ରମଣ ର କାରଣ ଅସ୍ପଷ୍ଟ ରହିଛି I ଆହତ ମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବାବେଳେ ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Tags: