ଭୟଙ୍କର ବିସ୍ଫୋରଣ ୮ ଯବାନ ସହିଦ
ଛତିଶଗଡ଼ : ଛତିଶଗଡ଼ ବିଜାପୁର କୁଟ୍ରୁ ରେ ବଡ଼ ଧରଣର ମାଓ ହମଲା । ରାସ୍ତା ତଳେ ବିଛାଯାଇଥିବା IED ବିସ୍ଫୋରଣରେ ୮ ଯବାନ ସହିତ । ବିସ୍ଫୋରଣରେ ଉଡ଼ିଗଲା ଯବାନଙ୍କ ଗାଡି । ନାରାୟଣପୁର ବିଜାପୁରରେ ଅପରେସନ ସାରି ଫେରୁଥିବାବେଳେ ଘଟିଛି ଅଘଟଣ । ୮ ଦାନ୍ତେୱାଡା ପୋଲିସ ଙ୍କ ସହିତ ଜଣେ DRG ପୋଲିସ ସହିଦ । ଏନେଇ ସ୍ପଷ୍ଟ କଲେ ବସ୍ତର ଆଇଜି ପି. ସୁନ୍ଦରରାଜ । ଗତକାଲି ଦାନ୍ତେୱାଡା ଜଙ୍ଗଲରେ କୁମ୍ବିଂ […]
ଛତିଶଗଡ଼ : ଛତିଶଗଡ଼ ବିଜାପୁର କୁଟ୍ରୁ ରେ ବଡ଼ ଧରଣର ମାଓ ହମଲା । ରାସ୍ତା ତଳେ ବିଛାଯାଇଥିବା IED ବିସ୍ଫୋରଣରେ ୮ ଯବାନ ସହିତ । ବିସ୍ଫୋରଣରେ ଉଡ଼ିଗଲା ଯବାନଙ୍କ ଗାଡି । ନାରାୟଣପୁର ବିଜାପୁରରେ ଅପରେସନ ସାରି ଫେରୁଥିବାବେଳେ ଘଟିଛି ଅଘଟଣ । ୮ ଦାନ୍ତେୱାଡା ପୋଲିସ ଙ୍କ ସହିତ ଜଣେ DRG ପୋଲିସ ସହିଦ । ଏନେଇ ସ୍ପଷ୍ଟ କଲେ ବସ୍ତର ଆଇଜି ପି. ସୁନ୍ଦରରାଜ ।
ଗତକାଲି ଦାନ୍ତେୱାଡା ଜଙ୍ଗଲରେ କୁମ୍ବିଂ ଅପରେସନ୍ରେ ଯାଇଥିଲେ ଏ ସମସ୍ତ ଯବାନ। ଗତକାଲି ମାଓ ଅପରେସନ୍ବେଳେ ୪ ନକ୍ସଲ ନିପାତ ହୋଇଥିଲେ। ନକ୍ସଲଙ୍କ ସହ ଗୁଳିବିନିମୟରେ ଜଣେ ଡିଆରଜି ଯବାନ ସହିଦ ହୋଇଥିଲେ ।




