ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ସୁପରଭାଇଜର ଓ ସିଡିପିଓ
ଭଦ୍ରକ : ଭିଜିଲାନ୍ସ ଜାଲରେ ପଡିଲେ ସିଡିପିଓ ଓ ସୁପରଭାଇଜର। ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ୧୦ହଜାର ଟଙ୍କା ଲଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭଦ୍ରକ ଭିଜିଲାନ୍ସ। ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା ବଣିଆ ପଞ୍ଚାୟତ ସରଗଢିଆ ମିନି ଅଙ୍ଗନବାଡି କେନ୍ଦ୍ରରେ ୱାର୍କର ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟର ଉଭୟଙ୍କୁ ମାଡ଼ି ବସିଛି ଭିଜିଲାନ୍ସ । ତେବେ ୱାର୍କର ନିଯୁକ୍ତି ପାଇଁ ୫୦ହଜାର ଡିଲ ହୋଇଥିବା ସୂଚନା ।

Tags: