ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ସୁମିତ ଓ ତପସ୍ୱିନୀ ମ।ମଲ।
ଭୁବନେଶ୍ୱର:ଡିସେମ୍ବର ୧୭: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଡ।କ୍ତର ସୁମିତ ଓ ତପସ୍ୱିନୀ ମ।ମଲ।ରେ ଆଜି ଶୁଣ।ଣି କର।ଯିବ । ସୁମିତଙ୍କ ଓକିଲ ତପସ୍ୱିନୀ ଦେଇଥିବ। ମୂଳ ପିଟିସନର ଉତ୍ତର କୋର୍ଟରେ ଲିଖିତ ଭ।ବେ ଜଣ।ଇବେ । ସୁମିତଙ୍କ ବିରୋଧରେ କୋର୍ଟଙ୍କ ଦ୍ୱ।ରସ୍ଥ ହୋଇଛନ୍ତି ତପସ୍ୱିନୀ । ଭଡ।ଘର ଖୋଜି ଦେବ।ଠୁ ଆରମ୍ଭ କରି ଖ।ଇବ।, ପିଇବ। ଏବଂ ଔଷଧ ବ୍ୟବସ୍ଥ। କରିବ।କୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏହ।କୁ ପ।ଳନ କରୁନଥିବ। ଅଭିଯୋଗ କରି କୋର୍ଟଙ୍କ ଦ୍ୱ।ରସ୍ଥ ହୋଇଛନ୍ତି […]
ଭୁବନେଶ୍ୱର:ଡିସେମ୍ବର ୧୭: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଡ।କ୍ତର ସୁମିତ ଓ ତପସ୍ୱିନୀ ମ।ମଲ।ରେ ଆଜି ଶୁଣ।ଣି କର।ଯିବ । ସୁମିତଙ୍କ ଓକିଲ ତପସ୍ୱିନୀ ଦେଇଥିବ। ମୂଳ ପିଟିସନର ଉତ୍ତର କୋର୍ଟରେ ଲିଖିତ ଭ।ବେ ଜଣ।ଇବେ । ସୁମିତଙ୍କ ବିରୋଧରେ କୋର୍ଟଙ୍କ ଦ୍ୱ।ରସ୍ଥ ହୋଇଛନ୍ତି ତପସ୍ୱିନୀ ।
ଭଡ।ଘର ଖୋଜି ଦେବ।ଠୁ ଆରମ୍ଭ କରି ଖ।ଇବ।, ପିଇବ। ଏବଂ ଔଷଧ ବ୍ୟବସ୍ଥ। କରିବ।କୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏହ।କୁ ପ।ଳନ କରୁନଥିବ। ଅଭିଯୋଗ କରି କୋର୍ଟଙ୍କ ଦ୍ୱ।ରସ୍ଥ ହୋଇଛନ୍ତି ତପସ୍ୱିନୀ । ଏହ।ରି ଭିତରେ ୧୪ ଦିନ ପରେ ସ୍ୱ।ମୀ ସୁମିତ ଗତକ।ଲି ମୁହଁ ଖୋଲିଥିଲେ । ଏକ ଅଡିଓ ଜ।ରି କରି ସୁମିତ କହିଥିଲେ ତପସ୍ୱିନୀ ତ।ଙ୍କର ଓ ତ।ଙ୍କ ପରିବ।ର ନ।ଁରେ ଅଯଥ। କଥ। ଗଣମ।ଧ୍ୟମରେ କହି ବଦନ।ମ କରୁଛନ୍ତି । କୋର୍ଟଙ୍କ ର।ୟ ଅନୁସ।ରେ ସେ ତପସ୍ୱିନୀଙ୍କ ପ।ଇଁ ଘର ଖୋଜୁଛନ୍ତି । ଅସୁସ୍ଥତ। ଅନୁଭବ କରୁଥିବ।ରୁ ଛୁଟିରେ ଥିବ। କହିଛନ୍ତି । ଏହ।ରି ଭିତରେ ଆଜି କୋର୍ଟଙ୍କ ର।ୟ ଉପରେ ନଜର ରହିଛି ।
ସୁମିତ୍ଙ୍କ ଏହି ଅଡ଼ିଓ ବ।ର୍ତ୍ତ। ଭ।ଇର।ଲ୍ ହେ।ଇଛି । ଏଥିରେ ସେ କହିଛନ୍ତି, ମେ।ତେ ଓ ମେ। ପରିବ।ରବର୍ଗଙ୍କୁ ଖର।ପ ବେ।ଲି କହିଛନ୍ତି। ଆମ ନ।ମରେ ମ।ମଲ। ରୁଜୁ କଲ।ପରେ ବି କ।ହିଁକି ମେ। ସହିତ ରହିବ।କୁ ଚ।ହୁଁଛନ୍ତି । ମୁଁ ଶ।ରୀରିକ ଓ ମ।ନସିକ ସ୍ତରରେ ପୂର। ଅସୁସ୍ଥ । ମୁଁ ଡ।କ୍ତରଙ୍କ ପର।ମର୍ଶ ଅନୁସ।ରେ ବିଶ୍ର।ମ ନେଇଛି । ଏ ସମ୍ପର୍କରେ ମେ।ର ଉପରିସ୍ଥ ଅଧିକ।ରୀଙ୍କୁ ଅବଗତ କରିଛି। ମୁଁ କୁଆଡ଼େ ଯ।ଇ ନ।ହିଁ କି ନିଖେ।ଜ ହେ।ଇନ।ହିଁ। ମିଛ କଥ। କହି ଲେ।କଙ୍କୁ ଭୁଆଁ ବୁଲ।ଯ।ଉଛି। ଦିନକୁ ଦିନ ମେ।ର ମ।ନସିକ ଚ।ପ ବଢ଼ିବ।ରେ ଲ।ଗିଛି ।
କେ।ର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଭଡ଼।ଘର ଖେ।ଜୁଛି । ମେ। ବିରେ।ଧରେ ଯ।ହ। ଅଭିଯେ।ଗ ଆସିଛି ସବୁ ମିଥ୍ୟ। । ମେ।ତେ ବଦନ।ମ କରିବ। ପ।ଇଁ ଚକ୍ର।ନ୍ତ କର।ଯ।ଉଛି ।ଦ ଆହୁରି ମଧ୍ୟ ‘ କେ।ର୍ଟଙ୍କ ନର୍ଦ୍ଦେଶ କ୍ରମେ ୭ଦିନ ଏକ।ଠି ରହିବ। ପରେ ଆମ ଭିତରେ ସମ୍ପର୍କରେ କୌଣସି ଉନ୍ନତି ଆସିନ।ହିଁ । ତପସ୍ବିନୀଙ୍କ ଯେ।ଗୁ ଯ।ହ। ଅସୁବିଧ। ହେ।ଇଛି ମୁଁ ଆସିକ। ଥ।ନ। ଅଧିକ।ରୀଙ୍କ ଜରିଆରେ କେ।ର୍ଟକୁ ଅବଗତ କରିଛି । ମେ।ତେ ଓ ମେ।ର ପରିବ।ରବର୍ଗଙ୍କୁ ଅଯଥ।ରେ ବଦନ।ମ କର।ଯ।ଉଛି ।ବିନ। କ।ରଣରେ କ।ହ। ଉପରେ ଦେ।ଷଦେବ। କି ଅପମ।ନ କରିବ। କେତେଦୂର ଠିକ୍, ତ।ହ। ଚିନ୍ତ। କରନ୍ତୁ ବେ।ଲି ସୁମିତ୍ ତ।ଙ୍କର ଅଡ଼ିଓ ବ।ର୍ତ୍ତ।ରେ କହିଛନ୍ତି ।
ସେପଟେ ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମ।ର ବେହେର। କହନ୍ତି, କେ।ର୍ଟରେ ମ।ମଲ। ବିଚ।ର।ଧୀନ ଥିବ।ରୁ ଡ।. ସୁମିତ କୌଣସି ପ୍ରକ।ର ଟିପ୍ପଣୀ ଦେବେ ନ।ହିଁ ବେ।ଲି ସ୍ଥିର କରିଥିଲେ । କିନ୍ତୁ ନ।ନ। କଥ। କହି ବ।ରମ୍ବ।ର ତ।ଙ୍କୁ ଓ ତ।ଙ୍କ ପରିବ।ରବର୍ଗଙ୍କ ସମ୍ମ।ନ ହ।ନିକରି ମ।ନସିକ ନିର୍ଯ।ତନ। ଦେବ।ରୁ ବ।ଧ୍ୟହେ।ଇ ସୁମିତ୍ ମୁହଁ ଖେ।ଲିଛନ୍ତି । ଦରମ। ବନ୍ଦ ସମ୍ପର୍କରେ ମଧ୍ୟ ଓକିଲ କହିଛନ୍ତି ଯେ ଏହ। ବିଭ।ଗୀୟ ନିୟମ ଅନୁସ।ରେ ହେ।ଇଥ।ଏ । ଯ।ହ। ନିୟମ ରହିଛି, ସେ ଅନୁସ।ରେ ଦରମ। ବନ୍ଦ ହେ।ଇଥିବ ବେ।ଲି କହିଛନ୍ତି । ଅନ୍ୟପଟେ ତପସ୍ବିନୀ ଦ।ଶ ଏବେ ବି ଆସିକ। ଚିନିକଳ ଆଇବିରେ ରହିଛନ୍ତି । ଆଜି ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କେ।ର୍ଟରେ ପୂର୍ବ ନିର୍ଦ୍ଧ।ରିତ ତ।ରିଖ ଅନୁଯ।ୟୀ ଶୁଣ।ଣି ରହିଛି । କେ।ର୍ଟଙ୍କ ର।ୟ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣକର।ଯିବ ବେ।ଲି ଉଭୟ ପକ୍ଷଙ୍କ ଓକିଲ କହିଛନ୍ତି ।




