ଚନ୍ଦ୍ରମା ଆପାର୍ଟମେଣ୍ଟ ରୁ ପଡି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର : ୮ ମହଲା ଆପାର୍ଟମେଣ୍ଟରୁ ପଡି ଆଇନ ଛାତ୍ର ମୃତ Iଏଭଳି ଅଘଟଣ ଘଟିଛି ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରେ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳନଗର ଥାନା ପୋଲିସ୍‌ । ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ମୃତ ଛାତ୍ରଙ୍କ ନାଁ ଅନୁରାଗ ମାନସ ଟୁଡୁ I ତାଙ୍କ ଘର ଭୁବନେଶ୍ୱର ଗଙ୍ଗନଗରରେ ।ତେବେ ଛାତ୍ର ଜଣକ ସେଠାରେ ରହୁନଥିବାବେଳେ କୌଣସି କାମରେ ଉକ୍ତ […]

Samaya Live Picture
Published On

ଭୁବନେଶ୍ୱର : ୮ ମହଲା ଆପାର୍ଟମେଣ୍ଟରୁ ପଡି ଆଇନ ଛାତ୍ର ମୃତ Iଏଭଳି ଅଘଟଣ ଘଟିଛି ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରେ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳନଗର ଥାନା ପୋଲିସ୍‌ । ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ମୃତ ଛାତ୍ରଙ୍କ ନାଁ ଅନୁରାଗ ମାନସ ଟୁଡୁ
I ତାଙ୍କ ଘର ଭୁବନେଶ୍ୱର ଗଙ୍ଗନଗରରେ ।ତେବେ ଛାତ୍ର ଜଣକ ସେଠାରେ ରହୁନଥିବାବେଳେ କୌଣସି କାମରେ ଉକ୍ତ ଆପାର୍ଟମେଣ୍ଟକୁ ଆସିଥିବା ଜଣା ପଡିଛି I ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ଖୋଳତାଡ କରୁଛି ।

Tags: