STF କବ୍ଜାରେ ୨ ବାଘଛାଲ ବେପାରୀ

ଦଶପଲ୍ଲା : ବାଘଛାଲ ଡ଼ିଲ ବେଳେ STF ପଞ୍ଝାରେ ବେପାରୀ। ଗ୍ରାହକ ସାଜି ମାଡ଼ିବସିଲା ଟିମ୍। ଦୁଇ ବାଘ ଛାଲ ବେପାରୀଙ୍କୁ ଦଶପଲ୍ଲାରୁ ଗିରଫ କରିଛି STF। ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ୧୦ ଲକ୍ଷ ଟଙ୍କାରେ ବାଘଛାଲ ବିକ୍ରିପାଇଁ ଡିଲ ହେଉଥିଲାବେଳେ କ୍ରାଇମବ୍ରାଞ୍ଚ STF ହାତରେ ଏହି ବେପାରୀ ଧରାପଡ଼ିଛନ୍ତି । ନୟାଗଡ଼ ଦଶପଲ୍ଲାରୁ ୨ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ବାଘଛାଲ ଜବତ କରାଯାଇଛି […]

Samaya Live Picture
Published On

ଦଶପଲ୍ଲା : ବାଘଛାଲ ଡ଼ିଲ ବେଳେ STF ପଞ୍ଝାରେ ବେପାରୀ। ଗ୍ରାହକ ସାଜି ମାଡ଼ିବସିଲା ଟିମ୍। ଦୁଇ ବାଘ ଛାଲ ବେପାରୀଙ୍କୁ ଦଶପଲ୍ଲାରୁ ଗିରଫ କରିଛି STF। ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ୧୦ ଲକ୍ଷ ଟଙ୍କାରେ ବାଘଛାଲ ବିକ୍ରିପାଇଁ ଡିଲ ହେଉଥିଲାବେଳେ କ୍ରାଇମବ୍ରାଞ୍ଚ STF ହାତରେ ଏହି ବେପାରୀ ଧରାପଡ଼ିଛନ୍ତି । ନୟାଗଡ଼ ଦଶପଲ୍ଲାରୁ ୨ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ବାଘଛାଲ ଜବତ କରାଯାଇଛି । ତେବେ କେଉଁଠୁ ଛାଲ ଆସିଲା ଓ ବିକ୍ରି ପାଇଁ କେଉଁଠିକୁ ଯାଉଥିଲା,ସେନେଇ ତଦନ୍ତ ଜାରି ରହିଛି।

Tags: