ଏସଟିଏଫ ହାତରେ ଧରାପଡିଲା ବାଘଛାଲ ବେପାରୀ
କଳାହାଣ୍ଡି : ଡ଼ିଲ ବେଳେ ବାଘଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ I ଏହା ସହିତ ବେପାରୀ ଖଗେଶ୍ୱର ପୁଟେଲ ପାଖରୁ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ ଛାଲ ଜବତ ହୋଇଛି । କଳାହାଣ୍ଡି ଜିଲ୍ଲା ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ସିରିପାଲି ଛକରେ ବାଘ ଛାଲ ନେଇ ବିକ୍ରି କରିବାକୁ ଅପେକ୍ଷା କରିଥିବା ଖଗେଶ୍ୱରକୁ ସାଧା ପୋଷାକରେ ଛକି ରହି ଧରିଥିଲା ଏସଟିଏଫ I ଖଗେଶ୍ୱରକୁ ଗିରଫ କରିବା ପରେ କୋର୍ଟ […]
କଳାହାଣ୍ଡି : ଡ଼ିଲ ବେଳେ ବାଘଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ I ଏହା ସହିତ ବେପାରୀ ଖଗେଶ୍ୱର ପୁଟେଲ ପାଖରୁ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ ଛାଲ ଜବତ ହୋଇଛି ।
କଳାହାଣ୍ଡି ଜିଲ୍ଲା ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ସିରିପାଲି ଛକରେ ବାଘ ଛାଲ ନେଇ ବିକ୍ରି କରିବାକୁ ଅପେକ୍ଷା କରିଥିବା ଖଗେଶ୍ୱରକୁ ସାଧା ପୋଷାକରେ ଛକି ରହି ଧରିଥିଲା ଏସଟିଏଫ I ଖଗେଶ୍ୱରକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ସେହିପରି ଏହି ଘଟଣାରେ ଏସଟିଏଫ୍ ଅଧିକ ଖୋଳତାଡ ଜାରି ରଖିଛି ।
Tags:




