ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT

ଗଞ୍ଜାମ : ଖଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟାକାଣ୍ଡ ପାଇଁ ଗଠନ ହେଲା SIT I ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ SIT I ADG ରାଧାକୃଷ୍ଣ ଶର୍ମା ଛତ୍ରପୁର ଠାରେ ରହି ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ I ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବ SIT I ସାଇଣ୍ଟିଫିକ,ଫୋରେନସିକ ଓ ଡିଜିଟାଲ ତଥ୍ୟ ଅନୁସାରେ ତଦନ୍ତ ହେବ i ଫେରାର ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ […]

Samaya Live Picture
Published On

ଗଞ୍ଜାମ : ଖଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟାକାଣ୍ଡ ପାଇଁ ଗଠନ ହେଲା SIT I ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ SIT I ADG ରାଧାକୃଷ୍ଣ ଶର୍ମା ଛତ୍ରପୁର ଠାରେ ରହି ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ I ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବ SIT I ସାଇଣ୍ଟିଫିକ,ଫୋରେନସିକ ଓ ଡିଜିଟାଲ ତଥ୍ୟ ଅନୁସାରେ ତଦନ୍ତ ହେବ i ଫେରାର ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ I

ସୂଚନାନୁସାରେ ଗତ ୧୫ ତାରିଖ ବୁଧୁବାର ସନ୍ଧ୍ୟାରେ ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁର ପୋଷ୍ଟର ମାରିବାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା I ଏଥିରେ ୫ ଜଣ ଗୁରୁତର ହେବା ସହିତ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟିଥିଲା I ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର ଅଛନ୍ତି I

Tags: