ଭିଜିଲାନ୍ସ ଜାଲରେ ଏସଆଇ
ଖଣ୍ଡପଡ଼ା : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ମଦ ବେପାରୀ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏସଆଇ ଏସ.କେ.ରେହେମାନ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଦେଶୀ ମଦ ବ୍ୟବସାୟ ପାଇଁ ଖଳିସାହି ଗାଁର ସୁଦର୍ଶନ ସାହୁଙ୍କୁ ୩ ହଜାର ଟଙ୍କା ମାଗିଥିଲେ । ସୋମବାର ସୁଦର୍ଶନଙ୍କ ଠାରୁ ଟଙ୍କା ନେଉଥିବାବେଳେ ରେହମାନଙ୍କୁ ମାଡିବସିଥିଲା ଭିଜିଲାନ୍ସ ।

Tags: