ବାଲେଶ୍ୱରରେ ଯୁବକଙ୍କୁ ଗୁଳିମାଡ

ବାଲେଶ୍ୱର : ଗୁଳିମାଡରେ ଯୁବକ ଗୁରୁତର l ଏପରି ଅଭାବନୀୟ ଘଟଣା ବାଲେଶ୍ୱର ସହରର ଶୋଭାରମପୁରରେ ଘଟିଛି l ଗୁଳିମାଡ଼ରେ ଆହତ ହୋଇଥିବା ଯୁବକଙ୍କ ନାଁ ବିନୟ କୁମାର l ସୂଚନାନୁଯାୟୀ , ବାଲେଶ୍ଵର ସହରର ଶୋଭାରମପୁରରେ ଗତକାଲି ରାତିରେ ବିନୟଙ୍କୁ ଗୁଳିମାଡ଼ ହୋଇଛି l ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା I ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ତେବେ […]

Samaya Live Picture
Published On

ବାଲେଶ୍ୱର : ଗୁଳିମାଡରେ ଯୁବକ ଗୁରୁତର l ଏପରି ଅଭାବନୀୟ ଘଟଣା ବାଲେଶ୍ୱର ସହରର ଶୋଭାରମପୁରରେ ଘଟିଛି l ଗୁଳିମାଡ଼ରେ ଆହତ ହୋଇଥିବା ଯୁବକଙ୍କ ନାଁ ବିନୟ କୁମାର l
ସୂଚନାନୁଯାୟୀ , ବାଲେଶ୍ଵର ସହରର ଶୋଭାରମପୁରରେ ଗତକାଲି ରାତିରେ ବିନୟଙ୍କୁ ଗୁଳିମାଡ଼ ହୋଇଛି l ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା
I ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ତେବେ ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି I ଖବର ପାଇଁ ସହଦେବ ଖୁଣ୍ଟା ଥାନା ଅଧିକାରୀ ହସ୍ପିଟାଲରେ ପହଞ୍ଚି ଘଟଣାର ତନାଘନା ଚଳାଇଛି I

Tags: