ଆପାର୍ଟମେଣ୍ଟରୁ ସିରିଜ ଲୁଟ, ୫୦ ଲକ୍ଷ ଟଙ୍କା ସହିତ ସୁନା ଗହଣା ଚୋରି
ଭୁବନେଶ୍ୱର : ରାଜଧାନୀରେ ସୁରକ୍ଷିତ ନୁହଁନ୍ତି ଆପାର୍ଟମେଣ୍ଟ ବାସିନ୍ଦା I ଦିନକୁ ଦିନ ଆପାର୍ଟମେଣ୍ଟ ଗୁଡିକରେ ବଢିଚାଲିଛି ଲୁଟ ଘଟଣା I ସିକ୍ୟୁରିଟି ଗାର୍ଡ ଆଖିରେ ଧୂଳିଦେଇ କଳାକନା ବୁଲାଉଛନ୍ତି ଲୁଟେରା। ଗତକାଲି ରାତିରେ ଭୁବନେଶ୍ବରସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଅଞ୍ଚଳରୁ ହୋଇଛି ସିରିଜ ଲୁଟ I ଏକକାଳୀନ ୫ଟି ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଏବଂ କବାଟ ଭାଙ୍ଗି ଲୁଟି ନେଲେ ୫୦ […]
ଭୁବନେଶ୍ୱର : ରାଜଧାନୀରେ ସୁରକ୍ଷିତ ନୁହଁନ୍ତି ଆପାର୍ଟମେଣ୍ଟ ବାସିନ୍ଦା I ଦିନକୁ ଦିନ ଆପାର୍ଟମେଣ୍ଟ ଗୁଡିକରେ ବଢିଚାଲିଛି ଲୁଟ ଘଟଣା I ସିକ୍ୟୁରିଟି ଗାର୍ଡ ଆଖିରେ ଧୂଳିଦେଇ କଳାକନା ବୁଲାଉଛନ୍ତି ଲୁଟେରା। ଗତକାଲି ରାତିରେ ଭୁବନେଶ୍ବରସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଅଞ୍ଚଳରୁ ହୋଇଛି ସିରିଜ ଲୁଟ I ଏକକାଳୀନ ୫ଟି ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଏବଂ କବାଟ ଭାଙ୍ଗି ଲୁଟି ନେଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ନଗଦ ସହିତ ସୁନା ଅଳଙ୍କାର । ଏହି ଘଟଣା ପରେ ପୁରା ଆତଙ୍କରେ ଆପାର୍ଟମେଣ୍ଟ ବାସୀ । ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।




