ସାଲିଆସାହି ମଦ ଭାଟି ଉପରେ ପୁଣି ଚଢ଼ାଉ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ସାଲିଆସାହି ରେ ଠାବ ହେଲା ମଦ ଭାଟି । ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସାଲିଆସାହି ମୁଣ୍ଡା ସାହିରେ ଚଢାଉ ଜାରି ରହିଛି । ଚଢାଉ ବେଳେ ସେଠାରେ ଚୋରା ମଦ ଭାଟି ଠାବ କରିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛି କମିଶନରେଟ ପୁଲିସ। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା। ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା […]

Samaya Live Picture
Published On

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ସାଲିଆସାହି ରେ ଠାବ ହେଲା ମଦ ଭାଟି । ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସାଲିଆସାହି ମୁଣ୍ଡା ସାହିରେ ଚଢାଉ ଜାରି ରହିଛି । ଚଢାଉ ବେଳେ ସେଠାରେ ଚୋରା ମଦ ଭାଟି ଠାବ କରିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛି କମିଶନରେଟ ପୁଲିସ। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା। ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ। ଗତ ଦୁଇ ଦିନ ତଳେ ସାଲିଆସାହିର ନୟାଗଡ଼ ସାହି, ମୁଣ୍ଡା ସାହିରେ ଚଢାଉ କରି ୩ଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା କମିଶନରେଟ ପୋଲିସ । ଚଢାଉ ବେଳେ ମଧ୍ୟ ହଜାର ହଜାର ଲିଟର ଦେଶୀ ମଦ ଜବତ କରାଯିବା ସହ ମଦ ଭାଟି ବୁଲଡୋଜର ଚଢ଼ି ଭାଙ୍ଗି ଦିଆଯାଇଥିଲା ।

Tags: