ଭିଜିଲାନ୍ସ ଜାଲରେ RWSS ଅଧୀକ୍ଷଣ ଯନ୍ତ୍ରୀ
ଢେଙ୍କାନାଳ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରଜଙ୍ଗର RWSSର ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I ଶ୍ରୀ ସାହୁଙ୍କର ଭୁବନେଶ୍ୱର,ଢେଙ୍କାନାଳ ,ଅନୁଗୁଳ ସମେତ ୮ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି । ଏହି ଚଢାଉରେ ୫ ଜଣ ଡିଏସ୍ପି, ୧୪ ଇନ୍ସପେକ୍ଟର ସହ ମୋଟ ୨୮ ଜଣ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ତେବେ ଚଢ଼ାଉ ବେଳେ କେତେ ସମ୍ପତ୍ତି ଠାବ ହୋଇଛି ତାହାର ଆକଳନ କରାଯାଇନାହିଁ।

Tags: