ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର : ନିଶ୍ଚିନ୍ତକୋଇଲି ହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ । ତହସିଲ ଅଫିସ୍‌ର ଉପର ମହଲାରେ ଜଣେ କାର୍ଯ୍ୟରତ ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଆର୍‌ଆଇ ହେଲେ ତରତ ସେକ୍ସନର ସଞ୍ଜୟ ଦାସ। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି I ସୂଚନା ଅନୁସାରେ, ବଦଳିକୁ ନେଇ କିଛିଦିନ ହେବ ସଞ୍ଜୟ ମାନସିକ ଚାପରେ ଥିଲେ ବୋଲି ନେଇ ତାଙ୍କ ଝିଅ ବୟାନ ଦେଇଛନ୍ତି। ତେବେ ତଦନ୍ତ ପରେ ହିଁ […]

Samaya Live Picture
Published On

ସାଲେପୁର : ନିଶ୍ଚିନ୍ତକୋଇଲି ହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ । ତହସିଲ ଅଫିସ୍‌ର ଉପର ମହଲାରେ ଜଣେ କାର୍ଯ୍ୟରତ ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଆର୍‌ଆଇ ହେଲେ ତରତ ସେକ୍ସନର ସଞ୍ଜୟ ଦାସ। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି I

ସୂଚନା ଅନୁସାରେ, ବଦଳିକୁ ନେଇ କିଛିଦିନ ହେବ ସଞ୍ଜୟ ମାନସିକ ଚାପରେ ଥିଲେ ବୋଲି ନେଇ ତାଙ୍କ ଝିଅ ବୟାନ ଦେଇଛନ୍ତି। ତେବେ ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ନିଶ୍ଚିନ୍ତକୋଇଲି ତହସିଲଦାର କହିଛନ୍ତି। ଘଟଣାସ୍ଥଳରେ ପହଂଚି ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି I

Tags: