ରାଇସ ମିଲ୍ରେ ଅଘଟଣ,ଧାନ ବସ୍ତା ତଳେ ଚାପି ହୋଇ ୨ ମୃତ
ନୟାଗଡ଼: ଓଡ଼ଗାଁ ମା ମଙ୍ଗଳା ରାଇସ୍ ମିଲ ରେ ଅଘଟଣ I ଧାନ ବସ୍ତା ତଳେ ଚାପିହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣ ପଡିଛି । ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାଇସ ମିଲ୍ ରେ ଏହି ଦୁଇଜଣ ଷ୍ଟକୟାର୍ଡରେ ଚେକିଂ କରୁଥିଲେ । ଏହି ସମୟରେ ଧାନ ବସ୍ତା ଉପରେ ଲୁହା ବିମ୍ ଖସିପଡିଥିଲା […]
ନୟାଗଡ଼: ଓଡ଼ଗାଁ ମା ମଙ୍ଗଳା ରାଇସ୍ ମିଲ ରେ ଅଘଟଣ I ଧାନ ବସ୍ତା ତଳେ ଚାପିହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣ ପଡିଛି । ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାଇସ ମିଲ୍ ରେ ଏହି ଦୁଇଜଣ ଷ୍ଟକୟାର୍ଡରେ ଚେକିଂ କରୁଥିଲେ । ଏହି ସମୟରେ ଧାନ ବସ୍ତା ଉପରେ ଲୁହା ବିମ୍ ଖସିପଡିଥିଲା । ଫଳରେ ଧାନ ବସ୍ତା ତଳେ ଦୁଇ ଜଣ ଚାପି ହୋଇ ପ୍ରାଣ ହରାଇଥିଲେ I ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।




