ଭିଜିଲାନ୍ସ ଜାଲରେ RI

ଜଗତସିଂହପୁର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜଳରେ ପଡିଲେ ଆର.ଆଇ I ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଗୋଡ଼ା ସର୍କଲର ରାଜସ୍ବ ନିରୀକ୍ଷକ ନୃସିଂହ ଚରଣ ରାଉତ ଙ୍କୁ ବାନ୍ଧିଛି ଭିଜିଲାନ୍ସ I ସେ ଏକ ଜମିର ମ୍ୟୁଟେସନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି I ସୂଚନାନୁସାରେ,ନୃସିଂହ ଚରଣ ଆଜି ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେ ଏକ ଜମି ମ୍ୟୁଟେସନ […]

Samaya Live Picture
Published On

ଜଗତସିଂହପୁର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜଳରେ ପଡିଲେ ଆର.ଆଇ I ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଗୋଡ଼ା ସର୍କଲର ରାଜସ୍ବ ନିରୀକ୍ଷକ ନୃସିଂହ ଚରଣ ରାଉତ ଙ୍କୁ ବାନ୍ଧିଛି ଭିଜିଲାନ୍ସ I ସେ ଏକ ଜମିର ମ୍ୟୁଟେସନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି I

ସୂଚନାନୁସାରେ,ନୃସିଂହ ଚରଣ ଆଜି ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେ ଏକ ଜମି ମ୍ୟୁଟେସନ ରିପୋର୍ଟ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Tags: