ବରଗଡ଼ରେ ଆଇଟିର ରେଡ

ବରଗଡ଼ : ବରଗଡ଼ ଜିଲ୍ଲାରେ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଆୟକର ବିଭାଗ ପକ୍ଷରୁ ଚଢ଼ାଉ । କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି । ଜିଲ୍ଲାର କିଛି ଦୋକାନ, ଅଏଲ ପ୍ଲାଣ୍ଟ ଉପରେ ଚଢ଼ାଉ କରିଛି ବିଭାଗ । ସଁୟାସ୍ଥିତ ବାଲଗୋପାଳ ଅଏଲ୍ ମିଲରେ ବି ରେଡ୍ ହୋଇଛି । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଚାଳିଛି । ବରଗଡ଼ ଜିଲ୍ଲା ସମେତ ରାଜ୍ୟ ର ୮୦ଟି […]

Samaya Live Picture
Published On

ବରଗଡ଼ : ବରଗଡ଼ ଜିଲ୍ଲାରେ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଆୟକର ବିଭାଗ ପକ୍ଷରୁ ଚଢ଼ାଉ । କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି । ଜିଲ୍ଲାର କିଛି ଦୋକାନ, ଅଏଲ ପ୍ଲାଣ୍ଟ ଉପରେ ଚଢ଼ାଉ କରିଛି ବିଭାଗ । ସଁୟାସ୍ଥିତ ବାଲଗୋପାଳ ଅଏଲ୍ ମିଲରେ ବି ରେଡ୍ ହୋଇଛି । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଚାଳିଛି । ବରଗଡ଼ ଜିଲ୍ଲା ସମେତ ରାଜ୍ୟ ର ୮୦ଟି ସ୍ଥାନରେ ଚଢ଼ାଉ ହେଉଥିବା ଆୟକର ବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Tags: