୨ୟ ପର୍ଯ୍ୟାୟ ରିମାଣ୍ଡରେ ଯିବ ରାଜୁ ମଣ୍ଡଳ
ଭୁବନେଶ୍ୱର : ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣା । ପୁଣି ରିମାଣ୍ଡ ରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ । ଘଟଣାରେ କଟକ, ଭୁବନେଶ୍ବର ଓ ରାଞ୍ଚିରେ ଚଢାଉ ହୋଇଥିଲା । ୧୭ ଟି ସିମ୍ ବକ୍ସ ଓ ୬୭୮ସିମ୍ କାର୍ଡ ଜବତ ହୋଇଥିଲା । ରାଜୁ ମଣ୍ଡଳକୁ ଦୁଇଦିନ ପାଇଁ ରିମାଣ୍ଡ ରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ଆଜିଠୁ ଦୁଇଦିନ ରିମାଣ୍ଡରେ ଆସିବ ରାଜୁ ମଣ୍ଡଳ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ […]
ଭୁବନେଶ୍ୱର : ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣା । ପୁଣି ରିମାଣ୍ଡ ରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ । ଘଟଣାରେ କଟକ, ଭୁବନେଶ୍ବର ଓ ରାଞ୍ଚିରେ ଚଢାଉ ହୋଇଥିଲା । ୧୭ ଟି ସିମ୍ ବକ୍ସ ଓ ୬୭୮ସିମ୍ କାର୍ଡ ଜବତ ହୋଇଥିଲା । ରାଜୁ ମଣ୍ଡଳକୁ ଦୁଇଦିନ ପାଇଁ ରିମାଣ୍ଡ ରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ଆଜିଠୁ ଦୁଇଦିନ ରିମାଣ୍ଡରେ ଆସିବ ରାଜୁ ମଣ୍ଡଳ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ପୋଲିସ ୭ ଦିନ ଆବେଦନ କରିଥିଲା । ରିମାଣ୍ଡ ବେଳେ କଲିକତା ଲିଙ୍କ୍ ଓ ମାଷ୍ଟରମାଇଣ୍ଡ ଆସଦୂର ଜମାନ ସହ ସମ୍ପର୍କର ଖୋଳତାଡ଼ ହେବ ।
Tags:




