ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ
ଭୁବନେଶ୍ୱର : ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ଚଢ଼ାଉ I ପୈତୃକ ଗ୍ରାମ ନମ୍ବିରା, କେନ୍ଦୁଝର, ଯୋଡ଼ା,ଭୁବନେଶ୍ୱର ସମେତ ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି। ଟ୍ୟାକ୍ସ ଫାଙ୍କିଥିବା ନେଇ ରେଡ୍ ଚାଲିଛି ବୋଲି ସୂଚନା ମିଳିଛି । ଆୟକର ବିଭାଗ ପକ୍ଷରୁ ମୋଟ୍ ୧୦ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱରର ୩/୪ଟଇ ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଆୟକର ବିଭାଗର ୩ଟି […]
ଭୁବନେଶ୍ୱର : ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ଚଢ଼ାଉ I ପୈତୃକ ଗ୍ରାମ ନମ୍ବିରା, କେନ୍ଦୁଝର, ଯୋଡ଼ା,ଭୁବନେଶ୍ୱର ସମେତ ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି। ଟ୍ୟାକ୍ସ ଫାଙ୍କିଥିବା ନେଇ ରେଡ୍ ଚାଲିଛି ବୋଲି ସୂଚନା ମିଳିଛି । ଆୟକର ବିଭାଗ ପକ୍ଷରୁ ମୋଟ୍ ୧୦ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱରର ୩/୪ଟଇ ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଆୟକର ବିଭାଗର ୩ଟି ସାମିଲ ହୋଇଛନ୍ତି। ପ୍ରତି ଟିମରେ ୧୦ ଜଣ କରି ଅଫିସର ସାମିଲ ଅଛନ୍ତି I
ରାଜଧାନୀର ସହିଦ ନଗରରେ ଥିବା ତାଙ୍କ ଘରେ ଏବଂ ତାଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ଚଢ଼ଉ ଜାରି ରହିଛି। ଏହାଛଡ଼ା ଘର ପା୍ଖରେ ଥିବା ଏକ ଘରେ ବି ଚଢ଼ଉ କରାଯାଉଛି। ଭୋର ୫ଟା ସମୟରୁ ୬ଟି କାରରେ ଆୟକର ବିଭାଗ ଟିମ୍ ଆସି ରାଜଧାନୀରେ ଚଢ଼ଉ କରୁଛନ୍ତି। ଘର ସାମ୍ନାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି। ତେବେ ଏନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।




