ଏକ ତରଫ ପ୍ରେମକୁ ନେଇ ରେଭେନ୍ସାରେ ରାଗିଂ ଅଭିଯୋଗ

କଟକ,୧୫/୨: ପୁଣି ରେଭେନ୍ସାରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରୀଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ରାଗିଂର ଶିକାର ହୋଇଥିବା ଛାତ୍ରୀ ଜଣକ ୟୁଜିସି ସାଇଟରେ ଜଣାଇବା ସହ ରେଭେନ୍ସାର କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ଘଟଣା ଜଣାପଡିବା ପରେ ବିଶ୍ୱବିଦ୍ୟାଳୟର ଆଂଟି ରାଗିଂ ସେଲ୍ ଏହାର ତଦନ୍ତ ଜାରି କରିଛି। ସୂଚନା ଅନୁସାରେ, ଛାତ୍ର ଜଣକ ଉକ୍ତ ଛାତ୍ରୀଙ୍କୁ ବାରମ୍ୱାର […]

Samaya Live Picture
Published On

କଟକ,୧୫/୨: ପୁଣି ରେଭେନ୍ସାରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରୀଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ରାଗିଂର ଶିକାର ହୋଇଥିବା ଛାତ୍ରୀ ଜଣକ ୟୁଜିସି ସାଇଟରେ ଜଣାଇବା ସହ ରେଭେନ୍ସାର କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ଘଟଣା ଜଣାପଡିବା ପରେ ବିଶ୍ୱବିଦ୍ୟାଳୟର ଆଂଟି ରାଗିଂ ସେଲ୍ ଏହାର ତଦନ୍ତ ଜାରି କରିଛି। ସୂଚନା ଅନୁସାରେ, ଛାତ୍ର ଜଣକ ଉକ୍ତ ଛାତ୍ରୀଙ୍କୁ ବାରମ୍ୱାର ଏକତରଫା ପ୍ରେମ ନିବେଦନ କରିଆସୁଥିଲେ। ମାତ୍ର ଏଥିରେ ବିଫଳ ହେବା ପରେ ଜୀବନରେ ତାଙ୍କୁ ମାରିଦେବାକୁ ଧମକ ଦେବା ସହିତ ମାଡ ମାରିଛନ୍ତି।

Tags: