ରାଜ୍ୟରେ ପୁଣି ଲଜ୍ଜା: ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ
ପୁରୀ: ଜାନୁଆରୀ ୨୪: ଏକୁଟିଆ ଖେଳୁଥିବ। ବେଳେ ୫ ବର୍ଷର ଶିଶୁକନ୍ୟ।କୁ ଛ।ତକୁ ଟେକି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ। ପୁରୀ ଟ।ଉନ୍ ଥ।ନ। ଅଞ୍ଚଳରେ ଘଟିଛି ଏପରି ଘଟଣା। ଗୁରୁତର ଅବସ୍ଥ।ରେ ଶିଶୁକନ୍ୟ।କୁ କଟକ ସ୍ଥ।ନ।ନ୍ତର କରାଯାଇଥିବାବେଳେ ବର୍ତ୍ତମାନ ତାର ସ୍ୱ।ସ୍ଥ୍ୟ।ବସ୍ଥ। ସ୍ଥିର ଥିବ। ଜଣ।ପଡ଼ିଛି। ସୂଚନ। ଅନୁସ।ରେ, ଅଭିଯୁକ୍ତର ଘର ଜଗତସିଂହପୁରରେ ଓ ସେ ଜଣେ ଡ୍ର।ଇଭର। ତେବେ ଏପରି କରୁଥିବା ଅବସ୍ଥାରେ ଶିଶୁକନ୍ୟ।ର ମ। ଚ।ଲି ଆସିବ।ରୁ ଅଭିଯୁକ୍ତ ଘଟଣ।ସ୍ଥଳରୁ ଫେର।ର ହୋଇଯ।ଇଥିଲ।। […]
ପୁରୀ: ଜାନୁଆରୀ ୨୪: ଏକୁଟିଆ ଖେଳୁଥିବ। ବେଳେ ୫ ବର୍ଷର ଶିଶୁକନ୍ୟ।କୁ ଛ।ତକୁ ଟେକି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ। ପୁରୀ ଟ।ଉନ୍ ଥ।ନ। ଅଞ୍ଚଳରେ ଘଟିଛି ଏପରି ଘଟଣା। ଗୁରୁତର ଅବସ୍ଥ।ରେ ଶିଶୁକନ୍ୟ।କୁ କଟକ ସ୍ଥ।ନ।ନ୍ତର କରାଯାଇଥିବାବେଳେ ବର୍ତ୍ତମାନ ତାର ସ୍ୱ।ସ୍ଥ୍ୟ।ବସ୍ଥ। ସ୍ଥିର ଥିବ। ଜଣ।ପଡ଼ିଛି।
ସୂଚନ। ଅନୁସ।ରେ, ଅଭିଯୁକ୍ତର ଘର ଜଗତସିଂହପୁରରେ ଓ ସେ ଜଣେ ଡ୍ର।ଇଭର। ତେବେ ଏପରି କରୁଥିବା ଅବସ୍ଥାରେ ଶିଶୁକନ୍ୟ।ର ମ। ଚ।ଲି ଆସିବ।ରୁ ଅଭିଯୁକ୍ତ ଘଟଣ।ସ୍ଥଳରୁ ଫେର।ର ହୋଇଯ।ଇଥିଲ।। ଘଟଣାରେ ପୋଲିସ୍ ମ।ମଲ। ରୁଜୁ କରି ଅଭିଯୁକ୍ତକୁ ଧରିବ। ପାଇଁ ୪ଟି ଟିମ୍ ଗଠନ କରି ତନ।ଘନ। ଆରମ୍ଭ କରିଛି।




