ଚିକିତ୍ସାଧୀନ ଅବସ୍ଥାରେ କଏଦୀ ଫେରାର

ସୁନ୍ଦରଗଡ଼ : ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ କଏଦୀ ଫେରାର I ଫେରାର କଏଦୀ ହେଉଛି ଅର୍ଜୁନ ମୁଣ୍ଡା I ସେ ସୁନ୍ଦରଗଡ଼ ଥାନା ଭସ୍ମା ଥାନା ଅଂଚଳରୁ ଏକ ହତ୍ୟା ମାମଲାରେ ଡିସେମ୍ବର ମାସରୁ ଗିରଫ ହୋଇ ସଜା କାଟୁଥିଲେ I ସୂଚନାନୁସାରେ,ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଂଚଳରେ ଏକ ହତ୍ୟାକାଣ୍ଡରେ ଅଭିଯୁକ୍ତ ହୋଇ ଅର୍ଜୁନ ମୁଣ୍ଡା ଗିରଫ ହୋଇ ସଜା କାଟୁଥିଲା I ତେବେ ଗତ ୨୯ ତାରିଖରେ ଅପରେସନ ହୋଇ […]

Samaya Live Picture
Published On

ସୁନ୍ଦରଗଡ଼ : ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ କଏଦୀ ଫେରାର I ଫେରାର କଏଦୀ ହେଉଛି ଅର୍ଜୁନ ମୁଣ୍ଡା I ସେ ସୁନ୍ଦରଗଡ଼ ଥାନା ଭସ୍ମା ଥାନା ଅଂଚଳରୁ ଏକ ହତ୍ୟା ମାମଲାରେ ଡିସେମ୍ବର ମାସରୁ ଗିରଫ ହୋଇ ସଜା କାଟୁଥିଲେ I

ସୂଚନାନୁସାରେ,ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଂଚଳରେ ଏକ ହତ୍ୟାକାଣ୍ଡରେ ଅଭିଯୁକ୍ତ ହୋଇ ଅର୍ଜୁନ ମୁଣ୍ଡା ଗିରଫ ହୋଇ ସଜା କାଟୁଥିଲା I ତେବେ ଗତ ୨୯ ତାରିଖରେ ଅପରେସନ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସୋମବାର ସକାଳେ ହସ୍ପିଟାଲ ବେଡ଼ରୁ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇ ଯାଇଛି । ଏନେଇ ସୁନ୍ଦରଗଡ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜେଲ କର୍ତ୍ତୃପକ୍ଷ। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।

Tags: