ବେଆଇନ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ,୨ ଟ୍ରକ ବାଣ ଜବତ

ଖୋର୍ଦ୍ଧା : ବେଆଇନ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ I ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟସ୍ଥ କଣ୍ଟାବାଡ ଗାଁ ରେ ଥିବା ଏହି ବାଣ କାରଖାନା ଉପରେ ପୋଲିସ ଚଢ଼ାଉ କରିଛି I ଚଢ଼ଉବେଳେ ୨ ଟ୍ରକ ବାଣ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ପୋଲିସ I

Samaya Live Picture
Published On

Tags: