ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା ଘଟଣାରେ ହତ୍ୟାକାରୀ ଗିରଫ

ରାୟଗଡା:ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ କଂସାରିଗୁଡା ଛକ ନିକଟରେ ଅଟୋଚାଳକଙ୍କୁ ଧାରୁଆଅସ୍ତ୍ର ସାହାର୍ଯ୍ୟରେ ଗଳାକାଟି ହତ୍ୟା କରାଯାଇଥିଲା।ଏହି ଘଟଣା ର ତଦନ୍ତ କରି ପୋଲିସ ଅଣ୍ଡରାକାଞ୍ଚ ଥାନା ଅଞ୍ଚଳର ଝିରି ଗାଁର ରମେଶ ଝୋଡ଼ିଆକୁ ଗିରଫ କରିଛି । ରାୟଗଡା ଏସଡିପିଓ ରଶ୍ମିରଜଂନ ସେନାପତିଙ୍କ ଏହି ହତ୍ୟା ଘଟଣାର ତଦନ୍ତ ଭାର ନେଇଥିଲେ। ମୃତ ଅଟୋଚାଳକ ଜଣଙ୍କ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ଗ୍ରାମର ହୋଇଥିବା ବେଳେ ସେ ଦିର୍ଘ ଦିନ […]

Samaya Live Picture
Published On

ରାୟଗଡା:ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ କଂସାରିଗୁଡା ଛକ ନିକଟରେ ଅଟୋଚାଳକଙ୍କୁ ଧାରୁଆଅସ୍ତ୍ର ସାହାର୍ଯ୍ୟରେ ଗଳାକାଟି ହତ୍ୟା କରାଯାଇଥିଲା।ଏହି ଘଟଣା ର ତଦନ୍ତ କରି ପୋଲିସ ଅଣ୍ଡରାକାଞ୍ଚ ଥାନା ଅଞ୍ଚଳର ଝିରି ଗାଁର ରମେଶ ଝୋଡ଼ିଆକୁ ଗିରଫ କରିଛି ।

ରାୟଗଡା ଏସଡିପିଓ ରଶ୍ମିରଜଂନ ସେନାପତିଙ୍କ ଏହି ହତ୍ୟା ଘଟଣାର ତଦନ୍ତ ଭାର ନେଇଥିଲେ। ମୃତ ଅଟୋଚାଳକ ଜଣଙ୍କ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ଗ୍ରାମର ହୋଇଥିବା ବେଳେ ସେ ଦିର୍ଘ ଦିନ ଧରି ଦୋରାଗୁଡା ସ୍ଥିତ ଆରଆର କୋଲନିରେ ରହୁଥିଲେ। ମୃତ ବ୍ୟକ୍ତି ଜଣଙ୍କ ଅଟୋଭଡା ପାଇଁ ଫୁଲଜବା ନିକଟସ୍ତ ଏକ ଗ୍ରାମକୁ ଯାଇ ଫେରୁଥିବା ସମୟରେ ହତ୍ୟା କରାଯାଇଥିଲା ।

Tags: