କଟକରୁ ବାଙ୍ଗଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଆଉ ଜଣେ ସେକ୍ସ ଦଲାଲ ଗିରଫ

କଟକ:କଟକରୁ ବାଙ୍ଗଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ପୋଲିସର ଛାନଭିନ ଭିତରେଆଉ ଜଣେ ସେକ୍ସ ଦଲାଲ ଗିରଫ ହୋଇଛି।ଦେହ ବ୍ୟବସାୟ ରେ ନିୟୋଜିତ କରିବା ଅଭିଯୋଗରେ ଆଉ ଜଣେ ଗିରଫ।ଫଳରେ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ଚତୁର୍ଥ ଅଭିଯୁକ୍ତ ଦିଦି ଓରଫ ସୁନୀତା ଦାସ। ବାରିପଦାରୁ ସୁନୀତା ଦାସଙ୍କୁ ଗିରଫ କରିଛି ପୋଲିସ। କଟକ ମଧୁପାଟଣା ଥାନା ପୋଲିସ ବଙ୍ଗୀୟ ଯୁବତୀଙ୍କୁ ବାରିପଦାକୁ ନେଇ ଦେହ ବ୍ୟବସାୟରେ ନିୟୋଜିତ କରାଯାଇ ଥିଲା। ପୋଲିସ କହିଛି ଏହି […]

Samaya Live Picture
Published On

କଟକ:କଟକରୁ ବାଙ୍ଗଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ପୋଲିସର ଛାନଭିନ ଭିତରେଆଉ ଜଣେ ସେକ୍ସ ଦଲାଲ ଗିରଫ ହୋଇଛି।ଦେହ ବ୍ୟବସାୟ ରେ ନିୟୋଜିତ କରିବା ଅଭିଯୋଗରେ ଆଉ ଜଣେ ଗିରଫ।ଫଳରେ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ଚତୁର୍ଥ ଅଭିଯୁକ୍ତ ଦିଦି ଓରଫ ସୁନୀତା ଦାସ। ବାରିପଦାରୁ ସୁନୀତା ଦାସଙ୍କୁ ଗିରଫ କରିଛି ପୋଲିସ।
କଟକ ମଧୁପାଟଣା ଥାନା ପୋଲିସ ବଙ୍ଗୀୟ ଯୁବତୀଙ୍କୁ ବାରିପଦାକୁ ନେଇ ଦେହ ବ୍ୟବସାୟରେ ନିୟୋଜିତ କରାଯାଇ ଥିଲା।

ପୋଲିସ କହିଛି ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ରହିଛନ୍ତି। ଅଭିଯୁକ୍ତଙ୍କ ତାଲିକା ବେଶ ଲମ୍ବା ରହିଛି ।ଏହି ଯୁବତୀ ଚାଲାଣର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି।

Tags: