ପୀତବାସ ପଣ୍ଡା ହତ୍ୟା ମାମଲା,ଆଉ ୨ ଜଣଙ୍କୁ ଜେରା
ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ୨ ଅଟକ। ରାତିରେ ଆଉ ୨ ଜଣକୁ ଉଠାଇ ଆଣିଛି ପୋଲିସ । ଗତକାଲି ସକାଳେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଉମା,କୁରୁପତିଙ୍କୁ ଗିରଫ କରିଥିଲା ପୋଲିସ । ରାତିରେ ୪ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ଜେରା କରିଥିବା ସୂଚନା ମିଳିଛି । ତେବେ ଗିରଫ ୨ ଜଣ। କିଏ ଜଣ ପଡ଼ିନଥିବାବେଳେ ସେମାନଙ୍କୁ ବ୍ରହ୍ମପୁର ଏସପି ପଚରାଉଚରା କରୁଥିବା ସୂଚନା ମିଳିଛି ।
By: Samaya Live

Read More ବିଧାୟକଙ୍କୁ ହତ୍ୟା ଧମକ
Tags: