ଫ୍ରଡ ଲୋନ ମାମଲାରେ ଜଣେ ଗିରଫ
ଭୁବନେଶ୍ୱର : ଫ୍ରଡ ଫ୍ରଡ ଲୋନ ମାମଲାରେ ଇଓଡ଼ବ୍ଲ୍ୟୁ ହାତରେ ଅଭିଯୁକ୍ତ I ଗିରଫ ଅଭିଯୁକ୍ତ ଜଣକ ହେଲେ କଟକର ଇଫତାର ଆସିଫ ଖାଁ I ସେ ଜାଲ ବୀମା କାଗଜ ପତ୍ର ଦେଇ ୨୫ ଟି ଲୋନ ଉଠାଇଥିଲା ଇ ଏହି ମାମଲାରେ ପୂର୍ବରୁ ୩ ଜଣ ବ୍ୟାଙ୍କ ମ୍ୟାନେଜର ଇଓଡ଼ବ୍ଲ୍ୟୁ ହାତରେ ଗିରଫ ହୋଇ ସାରିଛନ୍ତି I ସୂଚନାନୁଯାୟୀ,ଇଫତାର ଖାଁ ନାଁରେ ୪୭ ଲକ୍ଷ ଟଙ୍କାର ଆହୁରି ୩ଟି ଲୋନ ବାକି ପଡିଛି I […]
ଭୁବନେଶ୍ୱର : ଫ୍ରଡ ଫ୍ରଡ ଲୋନ ମାମଲାରେ ଇଓଡ଼ବ୍ଲ୍ୟୁ ହାତରେ ଅଭିଯୁକ୍ତ I ଗିରଫ ଅଭିଯୁକ୍ତ ଜଣକ ହେଲେ କଟକର ଇଫତାର ଆସିଫ ଖାଁ I ସେ ଜାଲ ବୀମା କାଗଜ ପତ୍ର ଦେଇ ୨୫ ଟି ଲୋନ ଉଠାଇଥିଲା ଇ ଏହି ମାମଲାରେ ପୂର୍ବରୁ ୩ ଜଣ ବ୍ୟାଙ୍କ ମ୍ୟାନେଜର ଇଓଡ଼ବ୍ଲ୍ୟୁ ହାତରେ ଗିରଫ ହୋଇ ସାରିଛନ୍ତି I
ସୂଚନାନୁଯାୟୀ,ଇଫତାର ଖାଁ ନାଁରେ ୪୭ ଲକ୍ଷ ଟଙ୍କାର ଆହୁରି ୩ଟି ଲୋନ ବାକି ପଡିଛି I ସେ ପବନ କୁମାର ଗୁପ୍ତାଙ୍କ ନାଁରେ ଥିବା ଏଲଆଇସି ବୀମା ବଣ୍ଡକୁ ନିଜ ନାଁରେ ଜାଲ ଏଲଆଇସି ବୀମା ବଣ୍ଡ ଦେଇ ଏହି ଲୋନ ଉଠାଇଥିଲେ I
Tags:




