ପୋଖରୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ସୁନ୍ଦରଗଡ଼ : ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାରl ଘଟଣାଟି ଧରୁଆଡ଼ିହି ଥାନା ଅନ୍ତର୍ଗତ ସାଲେପଲି ଗାଁରେ ଘଟିଛି lମୃତକ ହେଲେ ରଞ୍ଜିତ କର୍ତ୍ତା l ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l ସୂଚନାନୁସାରେ, ଧରୁଆଡ଼ିହି ଥାନା ଅନ୍ତର୍ଗତ ସାଲେପଲି ଗାଁ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ରଞ୍ଜିତ କର୍ତ୍ତା (୭୦)।ସେ ଗାଧୋଇବାକୁ ଯାଇ ପାଣିରେ ଖସି ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଖବର […]
ସୁନ୍ଦରଗଡ଼ : ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାରl ଘଟଣାଟି ଧରୁଆଡ଼ିହି ଥାନା ଅନ୍ତର୍ଗତ ସାଲେପଲି ଗାଁରେ ଘଟିଛି lମୃତକ ହେଲେ ରଞ୍ଜିତ କର୍ତ୍ତା l ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l
ସୂଚନାନୁସାରେ, ଧରୁଆଡ଼ିହି ଥାନା ଅନ୍ତର୍ଗତ ସାଲେପଲି ଗାଁ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ରଞ୍ଜିତ କର୍ତ୍ତା (୭୦)।ସେ ଗାଧୋଇବାକୁ ଯାଇ ପାଣିରେ ଖସି ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ବର୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି l




