ଅନୁଭବଙ୍କ ବିରୋଧରେ NBW ଜାରି

ଭୁବନେଶ୍ୱର : ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି I NBW ଜାରି କଲା ସ୍ୱତନ୍ତ୍ର ଜେଏମଏଫସି (MP /MLA )କୋର୍ଟ I କଟକ ପୁରୀଘାଟ ଥାନାରୁ NBW ଜାରି ହୋଇଛି I ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି I ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ରହିଛି I ଚାର୍ଜ ଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ । ତେଣୁ ଚାର୍ଜଫ୍ରେମ୍ ପାଇଁ ହାଜର ନ […]

Samaya Live Picture
Published On

ଭୁବନେଶ୍ୱର : ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି I NBW ଜାରି କଲା ସ୍ୱତନ୍ତ୍ର ଜେଏମଏଫସି (MP /MLA )କୋର୍ଟ I କଟକ ପୁରୀଘାଟ ଥାନାରୁ NBW ଜାରି ହୋଇଛି I ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି I ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ରହିଛି I ଚାର୍ଜ ଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ । ତେଣୁ ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ । ଏନେଇ ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ ସୂଚନା ଦେଇଛନ୍ତି ।

Tags: