ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ
କେନ୍ଦୁଝର : ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I କେନ୍ଦୁଝର ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ ପଦ୍ମନାଭ ହୋତାଙ୍କର ପୈତୃକ ଘର ସମେତ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଯାଜପୁର, କେନ୍ଦୁଝର, ଭୁବନେଶ୍ଵର ଆଦି ସ୍ଥାନରେ ଚଢାଉ କରାଯାଉଛି । ଭୁବନେଶ୍ଵରରେ ୪ ମହଲା କୋଠା, କେନ୍ଦୁଝରରେ ଦୁଇ ମହଲା କୋଠା, ଘସିପୁରା ଫାର୍ମ […]
କେନ୍ଦୁଝର : ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I କେନ୍ଦୁଝର ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ ପଦ୍ମନାଭ ହୋତାଙ୍କର ପୈତୃକ ଘର ସମେତ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଯାଜପୁର, କେନ୍ଦୁଝର, ଭୁବନେଶ୍ଵର ଆଦି ସ୍ଥାନରେ ଚଢାଉ କରାଯାଉଛି । ଭୁବନେଶ୍ଵରରେ ୪ ମହଲା କୋଠା, କେନ୍ଦୁଝରରେ ଦୁଇ ମହଲା କୋଠା, ଘସିପୁରା ଫାର୍ମ ହାଉସ୍ ଅଫିସରେ ବି ଭିଜିଲାନ୍ସ ବିଭାଗ ରେଡ୍ କରୁଛି। ଏହି ଚଢାଉରେ ଭିଜିଲାନ୍ସର ୭ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୮ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସଠିକ ତଥ୍ୟ ଜଣାପଡିନାହିଁ ।




