ପଣ୍ଡ ହେଲା ମାଓ ଯୋଜନା
ମାଲକାନଗିରି : ମାଓ ଯୋଜନାକୁ ପଣ୍ଡ କଲା ବିଏସଏଫ । ମାଲକାନଗିରି ଜିଲ୍ଲା ତୁଳସୀ ପାହାଡ଼ ବିଏସଏଫ ଯବାନଙ୍କୁ ବଡ଼ ସଫଳତା। ବିଏସଏଫ ଯବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ପଥର ଗୁମ୍ଫାରେ ମାଓବାଦୀ ଡ଼ମ୍ପିଙ୍ଗ କରିଥିବା ସନ୍ଧାନ ମିଳିଥିଲା। ଡମ୍ପରୁ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି ବିଏସଏଫ ଯବାନ। ସେଗୁଡିକ ହେଲା ୱାକିଟକି,ଟିଫିନ ବମ ଷ୍ଟିଲ କଣ୍ଟେନର , ଗ୍ରେନେଡ଼ ସହିତ ମାଓ ପୁସ୍ତିକା ମଧ୍ୟ ଜବତ ହୋଇଛି I ସୁରକ୍ଷା କର୍ମୀଙ୍କୁ […]
ମାଲକାନଗିରି : ମାଓ ଯୋଜନାକୁ ପଣ୍ଡ କଲା ବିଏସଏଫ । ମାଲକାନଗିରି ଜିଲ୍ଲା ତୁଳସୀ ପାହାଡ଼ ବିଏସଏଫ ଯବାନଙ୍କୁ ବଡ଼ ସଫଳତା। ବିଏସଏଫ ଯବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ପଥର ଗୁମ୍ଫାରେ ମାଓବାଦୀ ଡ଼ମ୍ପିଙ୍ଗ କରିଥିବା ସନ୍ଧାନ ମିଳିଥିଲା। ଡମ୍ପରୁ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି ବିଏସଏଫ ଯବାନ। ସେଗୁଡିକ ହେଲା ୱାକିଟକି,ଟିଫିନ ବମ ଷ୍ଟିଲ କଣ୍ଟେନର , ଗ୍ରେନେଡ଼ ସହିତ ମାଓ ପୁସ୍ତିକା ମଧ୍ୟ ଜବତ ହୋଇଛି I ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ କରିଥିଲେ ଯୋଜନା। ବର୍ତ୍ତମାନ ସୁଦ୍ଧା ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।




