ମାଓ ଦମ୍ପତି ଗିରଫ
ଛତିଶଗଡ଼ : ମାଓବାଦୀ ଦମ୍ପତି ଗିରଫ । ମାଓ ନେତା ଅଶୋକ ରେଡ୍ଡିଙ୍କ ସହ ପତ୍ନୀ ରାମି ଗିରଫ । ମଧ୍ୟପ୍ରଦେଶର ଜବଲପୁର ଠାରୁ ଉଭୟଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ଏଟିଏସ୍ । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ସଦସ୍ୟ ଥିଲେ ଅଶୋକ । ମାଓ ସଙ୍ଗଠନର ନେତା ଭାବେ କାର୍ଯ୍ୟ କରୁଥିଲେ ଅଶୋକ । ପତ୍ନୀ ରାମି ସଙ୍ଗଠନ ପାଇଁ ପତ୍ର ପତ୍ରିକା ଲେଖୁଥିଲେ । ମାଓବାଦୀଙ୍କ ପାଇଁ ସାମ୍ବାଦିକତା କରୁଥିଲେ ରାମି । ପାମ୍ପଲେଟ, […]
ଛତିଶଗଡ଼ : ମାଓବାଦୀ ଦମ୍ପତି ଗିରଫ । ମାଓ ନେତା ଅଶୋକ ରେଡ୍ଡିଙ୍କ ସହ ପତ୍ନୀ ରାମି ଗିରଫ । ମଧ୍ୟପ୍ରଦେଶର ଜବଲପୁର ଠାରୁ ଉଭୟଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ଏଟିଏସ୍ । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ସଦସ୍ୟ ଥିଲେ ଅଶୋକ । ମାଓ ସଙ୍ଗଠନର ନେତା ଭାବେ କାର୍ଯ୍ୟ କରୁଥିଲେ ଅଶୋକ । ପତ୍ନୀ ରାମି ସଙ୍ଗଠନ ପାଇଁ ପତ୍ର ପତ୍ରିକା ଲେଖୁଥିଲେ । ମାଓବାଦୀଙ୍କ ପାଇଁ ସାମ୍ବାଦିକତା କରୁଥିଲେ ରାମି । ପାମ୍ପଲେଟ, ପୋଷ୍ଟର, ବ୍ୟାନର, ପ୍ରେସ୍ ରିଲିଜ ଲେଖୁଥିଲେ ରାମି ଓରଫ କୁମାରୀ ପୋଟେନା । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଚଢାଉ କରି ଉଭୟଙ୍କୁ ମଧ୍ୟପ୍ରଦେଶ ଏଟିଏସ୍ ଗିରଫ କରିଛି




