ମାଣିଆବନ୍ଧ IIC ଙ୍କ ଗାଡି ଭଙ୍ଗାରୁଜା
ଆଠଗଡ଼ : ଆଠମଲ୍ଲିକ ମାଣିଆବନ୍ଧ IIC ଥାନାଧିକାରୀଙ୍କ ଘରେ ଭଙ୍ଗାରୁଜା I ଗତକାଲି ବିଳମ୍ବିତ ରାତିରେ IIC ଙ୍କ ବାସଭବନରେ ଥାନା ଗାଡିକୁ ଦୁର୍ବୃତ୍ତ ମାନେ ଭାଙ୍ଗିଦେଇଥିବା ଜଣାପଡିଛି I ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି I ସୂଚନାନୁସାରେ,ଗତକାଲି ବଡମ୍ବା-ନରସିଂହପୁରର ବିଜୟୀ ବିଧାୟକଙ୍କ ବିଜୟ ଶୋଭାଯାତ୍ରାରେ ଯୋଗ ଦେଇ କ୍ୱାଟର୍ସକୁ ଫେରିବାବେଳେ କିଛି ଦୁର୍ବୁର୍ତ୍ତ IICଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ […]
ଆଠଗଡ଼ : ଆଠମଲ୍ଲିକ ମାଣିଆବନ୍ଧ IIC ଥାନାଧିକାରୀଙ୍କ ଘରେ ଭଙ୍ଗାରୁଜା I ଗତକାଲି ବିଳମ୍ବିତ ରାତିରେ IIC ଙ୍କ ବାସଭବନରେ ଥାନା ଗାଡିକୁ ଦୁର୍ବୃତ୍ତ ମାନେ ଭାଙ୍ଗିଦେଇଥିବା ଜଣାପଡିଛି I ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି I
ସୂଚନାନୁସାରେ,ଗତକାଲି ବଡମ୍ବା-ନରସିଂହପୁରର ବିଜୟୀ ବିଧାୟକଙ୍କ ବିଜୟ ଶୋଭାଯାତ୍ରାରେ ଯୋଗ ଦେଇ କ୍ୱାଟର୍ସକୁ ଫେରିବାବେଳେ କିଛି ଦୁର୍ବୁର୍ତ୍ତ IICଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ I ଏହି ଘଟଣାରେ କଟକ ଏସପି କୃଷ୍ଣଚନ୍ଦ୍ର ପଟ୍ଟନାୟକ ତଦନ୍ତ ଚଳାଇଛନ୍ତି I




