ପ୍ରେମ ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର:ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ନିଜେ ନିଜକୁ ଶେଷ କରିଦେଲେ। ରାଜଧାନୀ ଭୁବନେଶ୍ୱରରେ ଓୟୋ ହୋଟେଲରେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି। ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଅଂଚଳର ଦିପକ ନାୟକ। ଜଣେ ମହିଳା ଡ୍ୟାନ୍ସରଙ୍କୁ ଏକ ତରଫା ଭଲ ପାଉଥିଲେ। ତେବେ ମହିଳା ମନା କରିବାରୁ ଛାତରୁ ଡେଇଁ ପଡିଲେ ଦୀପକ।ପ୍ରେମ ପାଇଁ ଜୀବନ ହାରିଥିବା କୁହାଯାଉଛି। ମୃତଦେହ ଉଦ୍ଧାର କରି ଭରତପୂର ଥାନା ପୋଲିସ ତଦନ୍ତ […]

Samaya Live Picture
Published On

ଭୁବନେଶ୍ୱର:ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ନିଜେ ନିଜକୁ ଶେଷ କରିଦେଲେ। ରାଜଧାନୀ ଭୁବନେଶ୍ୱରରେ ଓୟୋ ହୋଟେଲରେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି। ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଅଂଚଳର ଦିପକ ନାୟକ। ଜଣେ ମହିଳା ଡ୍ୟାନ୍ସରଙ୍କୁ ଏକ ତରଫା ଭଲ ପାଉଥିଲେ। ତେବେ ମହିଳା ମନା କରିବାରୁ ଛାତରୁ ଡେଇଁ ପଡିଲେ ଦୀପକ।ପ୍ରେମ ପାଇଁ ଜୀବନ ହାରିଥିବା କୁହାଯାଉଛି। ମୃତଦେହ ଉଦ୍ଧାର କରି ଭରତପୂର ଥାନା ପୋଲିସ ତଦନ୍ତ ଜାରି ରହିଛି।

କେଉଁଭଳି ସ୍ଥିତିରେ ଯୁବକ ଜଣକ ଜୀବନ ହାରିଲେ ସେ ନେଇ ଖୋଲାତାଡ଼ କରୁଛି ପୋଲିସ। ବିଭିନ୍ନ ଦିଗକୁ ନେଇ ଛାନଭିନ ଆରମ୍ବ କରିଛି।ଅନ୍ୟପଟେ ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏକତରଫା ପ୍ରେମରୁ ଯୁବକଜଣକ ଏଭଳି ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Tags: