ପୂଜକଙ୍କ ଘରୁ ଲକ୍ଷାଧିକ ଟଙ୍କାର ଲୁଟ

ସୁବର୍ଣ୍ଣପୁର : ଗରିଲା ତାଡି ମନ୍ଦିର ପୂଜକଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ I ସୁବର୍ଣ୍ଣପୁର ସହରର ରମଜୀନଗରରେ ରହୁଥିବା ପଞ୍ଚରଥ ମନ୍ଦିର ପୂଜକ କୈଳାସ ରଥଙ୍କ ଘରୁ ଚୋରି ହୋଇଛି Iଗତକାଲି ଘରେ କେହି ନଥିବା ବେଳେ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର ଆଲମାରୀ ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହୋଇ […]

Samaya Live Picture
Published On

ସୁବର୍ଣ୍ଣପୁର : ଗରିଲା ତାଡି ମନ୍ଦିର ପୂଜକଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ I ସୁବର୍ଣ୍ଣପୁର ସହରର ରମଜୀନଗରରେ ରହୁଥିବା ପଞ୍ଚରଥ ମନ୍ଦିର ପୂଜକ କୈଳାସ ରଥଙ୍କ ଘରୁ ଚୋରି ହୋଇଛି Iଗତକାଲି ଘରେ କେହି ନଥିବା ବେଳେ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର ଆଲମାରୀ ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହୋଇ ଥିବା ଘର ମାଲିକ ସୋନପୁର୍ ଥନାରେ ଅଭିଯୋଗ କରିଛନ୍ତି । ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସହରରେ ବାରମ୍ବାର ଚୋରି ଘଟଣା ବଢ଼ିବାରେ ଲାଗିଛି । ଫଳରେ ସହରବାସୀ ଭୟ ଓ ଆଶଙ୍କାରେ ରହୁଛନ୍ତି।

Tags: