ଗଣମାଧ୍ୟମର ମୁହଁ ବନ୍ଦ କରିବାକୁ କରାଯାଉଛି ଉଦ୍ୟମ

ଭୁବନେଶ୍ୱର: ଡିସେମ୍ବର ୦୯: ଚଳିତ ବର୍ଷ ଡିସେମ୍ବର ୧ ସୁଦ୍ଧ। ସମଗ୍ର ବିଶ୍ୱରେ ୨୯୩ ସ।ମ୍ବ।ଦିକ ଯାଇଛନ୍ତି ଜେଲ। ଏନଜିଓ ସଂସ୍ଥ। (ସିପିଜେ) ଦ୍ୱ।ର। ପ୍ରକ।ଶିତ ରିପୋର୍ଟ ଅନୁଯ।ୟୀ ଏହି ତଥ୍ୟ ସ।ମ୍ନ।କୁ ଆସିଛି । ଚଳିତ ବର୍ଷର ରେକର୍ଡ ଅନୁଯାଇ ଏପରି ରିପୋର୍ଟ ପ୍ରକାଶ ପାଇଛି ଯେ ସାରା ବିଶ୍ୱରେ ଏକପ୍ରକାର ଗଣ ମାଧ୍ୟମର ମୁହଁ ବନ୍ଦ କରିବାକୁ ଚେଷ୍ଟା କରାଯାଇଛି। ଚଳିତ ଥର ବିଭିନ୍ନ ସାମ୍ବାଦିକଙ୍କୁ କାରାବରଣ କରିବାକୁ ପଡିଥିବା ବେଳେ ଅନେକଙ୍କ ମୃତ୍ୟୁ […]

Samaya Live Picture
Published On

ଭୁବନେଶ୍ୱର: ଡିସେମ୍ବର ୦୯: ଚଳିତ ବର୍ଷ ଡିସେମ୍ବର ୧ ସୁଦ୍ଧ। ସମଗ୍ର ବିଶ୍ୱରେ ୨୯୩ ସ।ମ୍ବ।ଦିକ ଯାଇଛନ୍ତି ଜେଲ। ଏନଜିଓ ସଂସ୍ଥ। (ସିପିଜେ) ଦ୍ୱ।ର। ପ୍ରକ।ଶିତ ରିପୋର୍ଟ ଅନୁଯ।ୟୀ ଏହି ତଥ୍ୟ ସ।ମ୍ନ।କୁ ଆସିଛି । ଚଳିତ ବର୍ଷର ରେକର୍ଡ ଅନୁଯାଇ ଏପରି ରିପୋର୍ଟ ପ୍ରକାଶ ପାଇଛି ଯେ ସାରା ବିଶ୍ୱରେ ଏକପ୍ରକାର ଗଣ ମାଧ୍ୟମର ମୁହଁ ବନ୍ଦ କରିବାକୁ ଚେଷ୍ଟା କରାଯାଇଛି। ଚଳିତ ଥର ବିଭିନ୍ନ ସାମ୍ବାଦିକଙ୍କୁ କାରାବରଣ କରିବାକୁ ପଡିଥିବା ବେଳେ ଅନେକଙ୍କ ମୃତ୍ୟୁ ଏପରି ହୋଇଛି ଯେ ସେମାନେ ସାଧାରଣ ଭାବେ ମରିଥିବା କୁହା ନଯାଇ ସେମାନଙ୍କୁ କୌଣସି ପ୍ରକାର ଚାପ ପ୍ରୟୋଗ କରି ମାରି ଥିବା ସନ୍ଦେହ କରାଯାଉଛି। ଡିସେମ୍ବର ୧, ୨୦୨୧ ସୁଦ୍ଧ। ଚଳିତ ବର୍ଷ ପୁର। ବିଶ୍ୱରେ ଅନ୍ତତ ପକ୍ଷେ ୪୨ ଜଣ ସ।ମ୍ବ।ଦିକଙ୍କୁ ହତ୍ୟ। କର।ଯ।ଇଛି। ଗୁରୁବ।ର ଗଣମ।ଧ୍ୟମ ସ୍ୱ।ଧୀନତ। ଏବଂ ଗଣମ।ଧ୍ୟମ ଉପରେ ଆକ୍ରମଣ ଉପରେ ବ।ର୍ଷିକ ସର୍ଭେରେ ସିପିଜେ ଏହି ସୂଚନ। ଦେଇଛି।