ଭିଜିଲାନ୍ସ ଜାଲରେ ଝାରସୁଗୁଡା ସିଡିପିଓ

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ଝାରସୁଗୁଡା ସିଡିପିଓ I ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିଡିପିଓ ସରୋଜିନୀ ଏକ୍କା I ଛତୁଆ ୟୁନିଟ ବିଲ୍ ପାସ୍ କରିବା ପାଇଁ ଏସଏଚଜି ଗ୍ରୁପ ଠାରୁ ସେ ଲାଞ୍ଚ ନେଉଥିବା ଜଣାପଡିଛି I ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ […]

Samaya Live Picture
Published On

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ଝାରସୁଗୁଡା ସିଡିପିଓ I ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିଡିପିଓ ସରୋଜିନୀ ଏକ୍କା I ଛତୁଆ ୟୁନିଟ ବିଲ୍ ପାସ୍ କରିବା ପାଇଁ ଏସଏଚଜି ଗ୍ରୁପ ଠାରୁ ସେ ଲାଞ୍ଚ ନେଉଥିବା ଜଣାପଡିଛି I

ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା ସହିତ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି । ସରୋଜିନୀ ଏକ୍କା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି।

Tags: