ଧରାପଡ଼ିଲେ ଛାତ ଡେଇଁ ଫେରାର ଥିବା ଜେଇ

ଭୁବନେଶ୍ୱର :ଭିଜିଲାନ୍ସ ଚଢ଼ାଉ ବେଳେ ଛାତରୁ ଡେଇଁ ଚମ୍ପଟ ମାରିଲେ ଜେଇ I ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ରେଡ୍‌ ପାଇଁ ଭିଜିଲାନ୍ସ ଟିମ୍ ପହଞ୍ଚିଲା ପରେ ଘର ଛାତ ଡେଇଁ ଚମ୍ପଟ୍‌ ମାରିଥିଲେ RWSSର ଜେଇ ସୁନୀଲ କୁମାର ପାଢ଼ୀ I ତେବେ ଛାତରୁ ଡେଇଁ ପଡ଼ୋଶୀ ଘରେ ଲୁଚିଥିଲେ ବୋଲି ଜାଣିବାକୁ ପାଇଥିଲେ ଭିଜିଲାନ୍ସ I ଏହାପରେ ପଡୋଶୀ ଘରୁ ହେପାଜତକୁ ନେଇଥିଲା ଭିଜିଲାନ୍ସ । ଆଜି ସକାଳୁ ଭିଜିଲାନ୍ସ ବିଭାଗ ସୁନୀଲ ପାଢୀଙ୍କ […]

Samaya Live Picture
Published On

ଭୁବନେଶ୍ୱର :ଭିଜିଲାନ୍ସ ଚଢ଼ାଉ ବେଳେ ଛାତରୁ ଡେଇଁ ଚମ୍ପଟ ମାରିଲେ ଜେଇ I ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ରେଡ୍‌ ପାଇଁ ଭିଜିଲାନ୍ସ ଟିମ୍ ପହଞ୍ଚିଲା ପରେ ଘର ଛାତ ଡେଇଁ ଚମ୍ପଟ୍‌ ମାରିଥିଲେ RWSSର ଜେଇ ସୁନୀଲ କୁମାର ପାଢ଼ୀ I ତେବେ ଛାତରୁ ଡେଇଁ ପଡ଼ୋଶୀ ଘରେ ଲୁଚିଥିଲେ ବୋଲି ଜାଣିବାକୁ ପାଇଥିଲେ ଭିଜିଲାନ୍ସ I ଏହାପରେ ପଡୋଶୀ ଘରୁ ହେପାଜତକୁ ନେଇଥିଲା ଭିଜିଲାନ୍ସ । ଆଜି ସକାଳୁ ଭିଜିଲାନ୍ସ ବିଭାଗ ସୁନୀଲ ପାଢୀଙ୍କ ଜାଗମରା ସ୍ଥିତ ଘରେ ବେଲ ବଜାଇବା କ୍ଷଣି ଛାତ ଉପରକୁ ଯାଇ ପଡୋଶୀ ଘର ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ । ସୁନିଲ କୁମାର ପାଢୀଙ୍କ ଭୁବନେଶ୍ୱର ଜାଗମରାରେ ଥିବା ଭିଲ୍ଲା,ଅଫିସ ଓ ଆସ୍କାରେ ଥିବା ପୈତୃକ ଘରେ ରେଡ୍ ଚାଲିଛି। ଚଢ଼ାଉରେ ୬ ଡିଏସ୍ ପି,୩ ଇନ୍ସପେକ୍ଟର,୭ ଜଣ ASI ସାମିଲ ଅଛନ୍ତି।

Tags: