ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ବଲାଙ୍ଗୀର: ୨୦୧୩ ଅଗଷ୍ଟ ୫ ତାରିଖ ରେ ୧୫ବର୍ଷ ର ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ବଙ୍ଗୋମୁଣ୍ଡା ଥାନା ବଳଧା ଗାଁ ର ଜନ୍ମଜୟ ଜାନି କୁ ୧୦ ବର୍ଷ ଜେଲ ଓ ୨୦ହଜାର ଜରିମାନା । ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଅଧିକ କାରାଦଣ୍ଡ ଥିଲା। ଆଜି ବଲାଙ୍ଗିର POCSO କୋର୍ଟ ରେ ରାୟ ପ୍ରକାଶ ପାଇଛି । ପୀଡିତାଙ୍କୁ ୪ଲକ୍ଷ ସହାୟତା ଯୋଗାଇ ଦେବାକୁ ସେକ୍ରେଟାରୀ , […]

Samaya Live Picture
Published On

ବଲାଙ୍ଗୀର: ୨୦୧୩ ଅଗଷ୍ଟ ୫ ତାରିଖ ରେ ୧୫ବର୍ଷ ର ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ବଙ୍ଗୋମୁଣ୍ଡା ଥାନା ବଳଧା ଗାଁ ର ଜନ୍ମଜୟ ଜାନି କୁ ୧୦ ବର୍ଷ ଜେଲ ଓ ୨୦ହଜାର ଜରିମାନା । ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଅଧିକ କାରାଦଣ୍ଡ ଥିଲା। ଆଜି ବଲାଙ୍ଗିର POCSO କୋର୍ଟ ରେ ରାୟ ପ୍ରକାଶ ପାଇଛି । ପୀଡିତାଙ୍କୁ ୪ଲକ୍ଷ ସହାୟତା ଯୋଗାଇ ଦେବାକୁ ସେକ୍ରେଟାରୀ , DLSA ଙ୍କୁ ନିର୍ଦେଶ ଦିଆଯାଇଛି । ତେବେ ରାୟ ଶୁଣାଇଲେ POCSO ବିଚାରପତି ଗୋପବନ୍ଧୁ ଗଡ଼ନାୟକ । ସରକାରୀ ଓକିଲ ପ୍ରିୟ ରଞ୍ଜନ ବହିଦାର ମାମଲା ପରିଚାଳନା କରିଥିଲେ।

Tags: