ଗିରଫ ହେଲେ ଜଗବନ୍ଧୁ

ଭୁବନେଶ୍ୱର : ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । PMLA ଆକ୍ଟ ଅନୁସାରେ ଗିରଫ କରିଛି ଇଡି ଗତକାଲି ଜଗବନ୍ଧୁଙ୍କ ରିମାଣ୍ଡ ଅବଧି ସରିଥିବାବେଳେ ଆଜି କୋର୍ଟରେ ହାଜର ହେବେ ଜଗବନ୍ଧୁ । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଜଗବନ୍ଧୁଙ୍କ ଗିରଫ କରାଯାଇଛି । ଏହାସହ ପୁଣିଥରେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ୫ ଦିନ ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ […]

Samaya Live Picture
Published On

ଭୁବନେଶ୍ୱର : ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । PMLA ଆକ୍ଟ ଅନୁସାରେ ଗିରଫ କରିଛି ଇଡି ଗତକାଲି ଜଗବନ୍ଧୁଙ୍କ ରିମାଣ୍ଡ ଅବଧି ସରିଥିବାବେଳେ ଆଜି କୋର୍ଟରେ ହାଜର ହେବେ ଜଗବନ୍ଧୁ । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଜଗବନ୍ଧୁଙ୍କ ଗିରଫ କରାଯାଇଛି । ଏହାସହ ପୁଣିଥରେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ୫ ଦିନ ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡି କରିବ ଆବେଦନ । ଏହାପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନା ଏବଂ ତାର ସହେଯାଗୀ ଖଗେଶ୍ୱରକୁ ଗିରଫ କରିଥିଲା ଇଡି । ଏହି ମାମଲାରେ ଏଯାବତ୍ ୩ ଜଣଙ୍କୁ ଇଡି ଗିରଫ କରିଥିବା ବେଳେ ଆଗକୁ ଏହି ତାଲିକା ଆହୁରି ବଢିପାରେ ବୋଲି କୁହାଯାଉଛି ।

Tags: