ଦିଗପହଣ୍ଡିରେ ବର୍ବର କାଣ୍ଡ,୨ ଜଣକୁ ହତ୍ୟା କରି ଜାଳିଦେଲେ ଦୁର୍ବୁତ୍ତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡାରେ ଦୁର୍ବୁତ୍ତଙ୍କ ବର୍ବର କାଣ୍ଡ । ୨ଜଣ ସମ୍ପର୍କୀୟ ଶିବ ଗୌଡ଼ା ଓ ଲିଟୁ ଗୌଡ଼ଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। I ଘଟଣା ପ୍ରଚାରିତ ହେବା ପରେ ଉଭୟଙ୍କ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଶିବ ଓ ଲିଟୁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ପରେ ଗାଁ ମୁଣ୍ଡରେ ଜାଳି ଦଇଥିଲେ। ପୂର୍ବ […]
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡାରେ ଦୁର୍ବୁତ୍ତଙ୍କ ବର୍ବର କାଣ୍ଡ । ୨ଜଣ ସମ୍ପର୍କୀୟ ଶିବ ଗୌଡ଼ା ଓ ଲିଟୁ ଗୌଡ଼ଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। I ଘଟଣା ପ୍ରଚାରିତ ହେବା ପରେ ଉଭୟଙ୍କ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଶିବ ଓ ଲିଟୁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ପରେ ଗାଁ ମୁଣ୍ଡରେ ଜାଳି ଦଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ଚିକିଟି ଏସଡିପିଓ ଓ ଗପହଣ୍ଡି ଥାନା ଅଧିକାରୀ ପୁଲିସ ଟିମ ପହଞ୍ଚି ଘଟଣାର ଛାନଭିନ କରିଛନ୍ତି।




