ବେଆଇନ ଗୋଚାଲାଣ : ୮୦୦ ଗୋରୁ ଉଦ୍ଧାର ,କଣ୍ଟେନର ଜବତ
ବାଲେଶ୍ୱର : ଓଡିଶାରୁ ବେଆଇନ ଗୋରୁ ଚାଲାଣ ବେଳେ ପୋଲିସ ଉଦ୍ଧାର କରିଛି I ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ଗେଟ ଦେଇ ଓଡିଶାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗୋରୁ ବୋଝେଇ ଟ୍ରକ ପଶ୍ଚିମବଙ୍ଗ ଯାଇଥାଏ I ସେହିଭଳି ଗତକାଲି ରାତିରେ ପଶ୍ଚିମବଙ୍ଗକୁ ଲକ୍ଷ୍ମଣନାଥ ଟୋଲଗେଟ୍ ଦେଇ ଗୋରୁ ଚାଲାଣ ହେଉଥିବା ଜଳେଶ୍ୱର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ […]
ବାଲେଶ୍ୱର : ଓଡିଶାରୁ ବେଆଇନ ଗୋରୁ ଚାଲାଣ ବେଳେ ପୋଲିସ ଉଦ୍ଧାର କରିଛି I ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ଗେଟ ଦେଇ ଓଡିଶାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗୋରୁ ବୋଝେଇ ଟ୍ରକ ପଶ୍ଚିମବଙ୍ଗ ଯାଇଥାଏ I ସେହିଭଳି ଗତକାଲି ରାତିରେ ପଶ୍ଚିମବଙ୍ଗକୁ ଲକ୍ଷ୍ମଣନାଥ ଟୋଲଗେଟ୍ ଦେଇ ଗୋରୁ ଚାଲାଣ ହେଉଥିବା ଜଳେଶ୍ୱର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ ୫ଟି ଓ ବେଲି ଗୋପୀନାଥପୁର ଗ୍ରାମରୁ ୩ଟି ଗୋରୁ ବୋଝେଇ କଣ୍ଟେନର ସହିତ ୮୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୁଲିସ। ଏହା ସହିତ ପୁଲିସ ୪ଜଣ କଣ୍ଟେନର ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଅନ୍ୟମାନେ ପୁଲିସ କବଳରୁ ଖସି ପଳାଇଥିଲେ। ଜଳେଶ୍ୱର ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ମାନଙ୍କୁ ପଚରାଉଚରା କରୁଛି।




