ଶିକାରୀ ବାପା,ଝିଅ ଙ୍କ ସହ ୫ ଗିରଫ
ବୌଦ୍ଧ : ବୌଦ୍ଧ ଜିଲ୍ଲା କୁସଙ୍ଗରୁ ଶିକାରୀ ବାପ-ଝିଅ ଗିରଫ I ତାଙ୍କ ନିକଟରୁ ଦୁଇ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ଜବତ । ଏହି ଘଟଣାରେ ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ । ବୌଦ୍ଧ ଜିଲ୍ଲା cipf-es.org କୁସଙ୍ଗ ବନଖଣ୍ଡର ପଦ୍ମତୋଳା ଗାଁରେ ଶିକାରୀ ଲୁଚିଥିବା ଖବର ପାଇ ୨ଟି ସ୍ଥାନର ଚଢ଼ାଉ କରିଥିଲା ବନବିଭାଗ । ଗିରଫ ବାପଝିଅଦ୍ୱୟ ହେଲେ ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ […]
ବୌଦ୍ଧ : ବୌଦ୍ଧ ଜିଲ୍ଲା କୁସଙ୍ଗରୁ ଶିକାରୀ ବାପ-ଝିଅ ଗିରଫ I ତାଙ୍କ ନିକଟରୁ ଦୁଇ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ଜବତ । ଏହି ଘଟଣାରେ ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ । ବୌଦ୍ଧ ଜିଲ୍ଲା cipf-es.org କୁସଙ୍ଗ ବନଖଣ୍ଡର ପଦ୍ମତୋଳା ଗାଁରେ ଶିକାରୀ ଲୁଚିଥିବା ଖବର ପାଇ ୨ଟି ସ୍ଥାନର ଚଢ଼ାଉ କରିଥିଲା ବନବିଭାଗ । ଗିରଫ ବାପଝିଅଦ୍ୱୟ ହେଲେ ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ । ବାପ ଝିଅଙ୍କୁ ଗିରଫ କରି ଚରିଛକ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।
କୁସଙ୍ଗ ବନ ବିଭାଗ ଚଢ଼ାଉ ସମୟରେ ତାଙ୍କ ଘରୁ ବଜ୍ରକାପ୍ତା କାତି,ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଥିବା ବେଳେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ତାର, ବିଷାକ୍ତ ଗୋଳା ଫାସ ଇତ୍ୟାଦି ଜବତ ହୋଇଥିଲା ।
ଅନ୍ୟପଟେ ଗୋଟିଏ ଦିନରେ କୁସଙ୍ଗ ରେଞ୍ଜ ଅଞ୍ଚଳରେ ୩ ଜଣ ଶିକାରୀ ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ରେଞ୍ଜରେ ଶିକାର କରୁଥିବା ସମୟରେ ବନବିଭାଗ ଧରିଥିଲା । ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଫାଶ ଜବତ କରି କୋର୍ଟଚାଲାଣ କରାଯାଇଥିବା ମହାନଦୀ ବନ୍ୟଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।




