ପିପିଲି ଟୋଲ ଗେଟ ନିକଟରୁ ବିପୁଳ ପରିମାଣରେ ବ୍ରାଉନସୁଗର ଜବତ
ଭୁବନେଶ୍ୱର : ପିପିଲି ଟୋଲଗେଟ ନିକଟରୁ ଜବତ ହେଲା ବିପୁଳ ପରିମାଣରେ ବ୍ରାଉନସୁଗର I ପାଖାପାଖି ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୮ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି ଏସଟିଏଫ । ପିପିଲିର ଏକ କଲେଜ ନିକଟରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି । ତେବେ କଲେଜ ଛାତ୍ରଙ୍କ ପାଇଁ ବ୍ରାଉନସୁଗର […]
ଭୁବନେଶ୍ୱର : ପିପିଲି ଟୋଲଗେଟ ନିକଟରୁ ଜବତ ହେଲା ବିପୁଳ ପରିମାଣରେ ବ୍ରାଉନସୁଗର I ପାଖାପାଖି ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୮ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି ଏସଟିଏଫ । ପିପିଲିର ଏକ କଲେଜ ନିକଟରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି । ତେବେ କଲେଜ ଛାତ୍ରଙ୍କ ପାଇଁ ବ୍ରାଉନସୁଗର କାରବାର ହେଉଥିବା ଅନୁମାନ କରାଯାଉଛି । ୨ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଏସଟିଏଫ I
Tags:




