ରାଜଧାନୀରେ ମାତିଛନ୍ତି ନାବାଳକ ଲୁଟେରା ଗାଙ୍ଗ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ନାବାଳକ ଲୁଟେରା ଗାଙ୍ଗ I ଦିନ ଦିପହରେ କରୁଛନ୍ତି ଲୁଟ I ଗତକାଲି ଦିନ ୧୨ଟାବେଳେ ଭୁବନେଶ୍ୱର ଗ୍ୟାରେଜ ଛକରୁ ଜଣକ ଘରେ ପଶି କଳାକନା ବୁଲାଇଛନ୍ତି I ଆଇନଜୀବୀ ସ୍ଵଧା ଧଳ ତାଙ୍କ ପରିବାର ସହିତ ଗତକାଲି ଘରେ ନଥିବାବେଳେ,ଲୁଟେରା ଗାଙ୍ଗ ତାଙ୍କ ଘରେ ପଶି ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ଅନ୍ୟାନ୍ୟ ଦାମୀ ଆସବାବ ପତ୍ର ଲୁଟିନେଇଥିବା ଜଣା ପଡିଛି I ଏହି ନାବାଳକ ମାନେ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ନାବାଳକ ଲୁଟେରା ଗାଙ୍ଗ I ଦିନ ଦିପହରେ କରୁଛନ୍ତି ଲୁଟ I ଗତକାଲି ଦିନ ୧୨ଟାବେଳେ ଭୁବନେଶ୍ୱର ଗ୍ୟାରେଜ ଛକରୁ ଜଣକ ଘରେ ପଶି କଳାକନା ବୁଲାଇଛନ୍ତି I ଆଇନଜୀବୀ ସ୍ଵଧା ଧଳ ତାଙ୍କ ପରିବାର ସହିତ ଗତକାଲି ଘରେ ନଥିବାବେଳେ,ଲୁଟେରା ଗାଙ୍ଗ ତାଙ୍କ ଘରେ ପଶି ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ଅନ୍ୟାନ୍ୟ ଦାମୀ ଆସବାବ ପତ୍ର ଲୁଟିନେଇଥିବା ଜଣା ପଡିଛି I ଏହି ନାବାଳକ ମାନେ ବ୍ରହ୍ମପୁରର ବୋଲି କୁହାଯାଉଛି। ସେହିପରି ଆଉ କିଛିଦିନ ତଳେ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଚୋରି ହୋଇଥିଲା। ଆଉ ଚୋରି କରିଥିବା ୨ ଜଣ ଲୁଟେରା ଧରା ପଡିଛନ୍ତି। ଘର ମାଲିକ ଦୁଇ ନାବାଳକକୁ ଧରି ଲିଙ୍ଗାରଜ ପୁଲିସକୁ ହସ୍ତାନ୍ତର କରିଛନ୍ତି।

Tags: