ପୁଅ ର ଆକ୍ରମଣରେ ବାପାଙ୍କ ମୃତ୍ୟୁ

ଯୁଜୁମୁରା : ସୈତାନ ପୁଅର ନାରକୀୟ କାଣ୍ଡ I ବାପାଙ୍କୁ ପିଟି ପିଟି କରିଛି ହତ୍ୟା I ବାପାଙ୍କ ମୃତ୍ୟୁ ପରେ ଫେରାର ହୋଇଯାଇଛି ପୁଅ I ମୃତକ ହେଉଛନ୍ତି ଲିଙ୍ଗରାଜ କୁମୁରା I ହତ୍ୟାକାରୀ ବାପାଙ୍କ ନାଁ ହେଉଛି ଅମୁଲ୍ୟ କୁମୁରା I ଘଟଣା ଘଟିଛି ସମ୍ବଲପୁର ସଦର ଥାନା ଘେନୁୁପାଲି ଗାଁରେ I ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ […]

Samaya Live Picture
Published On

ଯୁଜୁମୁରା : ସୈତାନ ପୁଅର ନାରକୀୟ କାଣ୍ଡ I ବାପାଙ୍କୁ ପିଟି ପିଟି କରିଛି ହତ୍ୟା I ବାପାଙ୍କ ମୃତ୍ୟୁ ପରେ ଫେରାର ହୋଇଯାଇଛି ପୁଅ I ମୃତକ ହେଉଛନ୍ତି ଲିଙ୍ଗରାଜ କୁମୁରା I ହତ୍ୟାକାରୀ ବାପାଙ୍କ ନାଁ ହେଉଛି ଅମୁଲ୍ୟ କୁମୁରା I ଘଟଣା ଘଟିଛି ସମ୍ବଲପୁର ସଦର ଥାନା ଘେନୁୁପାଲି ଗାଁରେ I

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ପ୍ରବଳ ମାଡ଼ ମାରିଥିଲା। ଏଥିରେ ବାପା ଲିଙ୍ଗରାଜ ଅଚେତ ହେବାରୁ ପୁଅ ଫେରାର ମାରିଥିଲା। ତେବେ ସ୍ଥାନୀୟ ଲୋକେ ବାପକୁ ହସ୍ପିଟାଲ ପଠାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଫେରାର ହୋଇଥିବା ଅଭିଯୁକ୍ତ ପୁଅକୁ ଖୋଜିବା ପାଇଁ ଯୁଜୁମୁରା ପୋଲିସ ତନାଘନା ଜାରି ରଖିଛି I

Tags: