ଓଡିଶା ସୀମାନ୍ତରେ ଏନକାଉଣ୍ଟର, ୩ ମାଓବାଦୀ ନିହତ
ମାଲକାନଗିରି : ଓଡିଶା ସୀମାନ୍ତରେ ମାଓ ଏନକାଉଣ୍ଟରରେ ୩ ମୃତ। ଛତିଶଗଡ ବିଜାପୁର ବେଲମୁଟା ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ମିଳିତ ଅପରେସନ ବେଳେ ଶନିବାର ଏହି ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହ ପୁଲିସ ବନ୍ଧୁକ ଜବତ କରିଛି। ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା I ମାଓବାଦୀଙ୍କ ମୃତ୍ୟୁ ସମ୍ପର୍କରେ […]
ମାଲକାନଗିରି : ଓଡିଶା ସୀମାନ୍ତରେ ମାଓ ଏନକାଉଣ୍ଟରରେ ୩ ମୃତ। ଛତିଶଗଡ ବିଜାପୁର ବେଲମୁଟା ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ମିଳିତ ଅପରେସନ ବେଳେ ଶନିବାର ଏହି ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହ ପୁଲିସ ବନ୍ଧୁକ ଜବତ କରିଛି। ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା I ମାଓବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ବିଜେପୁର ଏସପି I




