କଟକରେ ଡବଲ ଏନକାଉଣ୍ଟର,୨ ଆହତ

କଟକ: କଟକରେ ଡବଲ ଏନକାଉଣ୍ଟର। ଚୈାଦ୍ୱର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ କରିଛି ଡବଲ ଏନକାଉଣ୍ଟର। ଏନକାଉଣ୍ଟରରେ ଦୁଇଜଣ ଦୁର୍ବୁତ୍ତ ଆହତ ହୋଇଛନ୍ତି। ଦୁଇଜଣ ଦୁର୍ବୁତ୍ତ ହେଲେ କଟାସ ରାଉତ ଏବଂ ଶୁଭ୍ରାଂଶୁ ପରିଡା। ଉଭୟ ପୋଲିସ ଗୁଳିରେ ଆହତ ହୋଇ ଏସିସିବିରେ ଭର୍ତ୍ତି ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ଉଭୟ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଥିଲା। ପୋଲିସ ଉଭୟଙ୍କୁ ଆଜି ଧରିବାକୁ ଯାଇଥିବାବେଳେ […]

କଟକରେ ଡବଲ ଏନକାଉଣ୍ଟର,୨ ଆହତ
Samaya Live Picture
Published On

କଟକ: କଟକରେ ଡବଲ ଏନକାଉଣ୍ଟର। ଚୈାଦ୍ୱର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ କରିଛି ଡବଲ ଏନକାଉଣ୍ଟର। ଏନକାଉଣ୍ଟରରେ ଦୁଇଜଣ ଦୁର୍ବୁତ୍ତ ଆହତ ହୋଇଛନ୍ତି। ଦୁଇଜଣ ଦୁର୍ବୁତ୍ତ ହେଲେ କଟାସ ରାଉତ ଏବଂ ଶୁଭ୍ରାଂଶୁ ପରିଡା। ଉଭୟ ପୋଲିସ ଗୁଳିରେ ଆହତ ହୋଇ ଏସିସିବିରେ ଭର୍ତ୍ତି ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ଉଭୟ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଥିଲା। ପୋଲିସ ଉଭୟଙ୍କୁ ଆଜି ଧରିବାକୁ ଯାଇଥିବାବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଦୁର୍ଵୁତ୍ତ। ଏହାପରେ ପୋଲିସର ପାଲଟା ଜବାବରେ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ

Tags: