ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଚାଞ୍ଚଲ୍ୟକର ସୂଚନା ଦେଲେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ
ଭୁବନେଶ୍ୱର:ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ।ଚାଞ୍ଚଲ୍ୟକର ସୂଚନା ଦେଲେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ। କହିଛନ୍ତି ପୋଲିସ ଦାଖଲ କରିଥିବା ସିଜର ଲିଷ୍ଟରେ ନାହିଁ ନବଙ୍କ ରକ୍ତଭିଜା ସାର୍ଟ’। ରକ୍ତ ଭିଜା ସାର୍ଟ ମିସିଙ୍ଗ୍ ଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି ବୋଲି ସେ କହିଛନ୍ତି।ନବଙ୍କ ଦେହରେ ବାଜି ବାହାରିଥିବା ଗୁଳି ମଧ୍ୟ ମିଳିନଥିବା ସୂଚନା ମିଳିଛି।ତେବେ ଏନେଇ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ପ୍ରତିକ୍ରିୟା ମିଳିପାରିନି।